ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ବୁଲୁଥିବା ଖବର ମିଛ, ସ୍ପଷ୍ଟୀକରଣ ଦେଲା ବନ ବିଭାଗ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଯାଜପୁର ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ବୁଲୁଥିବା ଖବର ଆଜି ପ୍ରକାଶ ପାଇଥିଲା। ତେବେ ଏହି ଭିଡିଓଟି ଆଜିର ନୁହେଁ। ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ। ସେହି ଭିଜୁଆଲଟି ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ଭିଡିଓଟି ଅନ୍ୟ ରାଜ୍ୟର। ଏନେଇ ଯାଜପୁର ରୋଡ୍‌ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି-“ବୈତରଣୀ ନଦୀ ବନ୍ଧରେ ଘାଇ ହୋଇ କୁମ୍ଭୀର ଆସିଥିବା ଖବର ମିଳିଛି। ଆମ ଟିମ୍ ସେଠାକୁ ଯାଇଛି। ଘଟଣା […]

coro

coro

Manoranjan Sial
  • Published: Thursday, 27 August 2020
  • Updated: 27 August 2020, 07:58 PM IST

Sports

Latest News

ଭଦ୍ରକ (ଓଡ଼ିଶା ରିପୋର୍ଟର): ଯାଜପୁର ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ବୁଲୁଥିବା ଖବର ଆଜି ପ୍ରକାଶ ପାଇଥିଲା। ତେବେ ଏହି ଭିଡିଓଟି ଆଜିର ନୁହେଁ। ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ। ସେହି ଭିଜୁଆଲଟି ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ଭିଡିଓଟି ଅନ୍ୟ ରାଜ୍ୟର। ଏନେଇ ଯାଜପୁର ରୋଡ୍‌ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି-“ବୈତରଣୀ ନଦୀ ବନ୍ଧରେ ଘାଇ ହୋଇ କୁମ୍ଭୀର ଆସିଥିବା ଖବର ମିଳିଛି। ଆମ ଟିମ୍ ସେଠାକୁ ଯାଇଛି। ଘଟଣା ନେଇ ଅନୁଧ୍ୟାନ କରାଯାଉଛି।”

ସୂଚନାରୁ ପ୍ରକାଶ, ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ଖେଳୁଥିବା ଖବର ଆଜି ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ୍‌ରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସାରିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story