ହସ୍ପିଟାଲ ପରିସରରେ କାନ୍ଦ ବୋବାଳି | Odisha Reporter
ରକ୍ତରେ ଭିଜୁଛି ବାହାନାଗା, ଲୁହରେ ଭିଜୁଛି ହସ୍ପିଟାଲ। ହସ୍ପିଟାଲ ପରିସରରେ ପଡ଼ିଛି କାନ୍ଦ ବୋବାଳି। ବାଲେଶ୍ୱର ଜିଲ୍ଲାର ସୋରୋ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଯେଉଁ ଯାତ୍ରୀଙ୍କର ମୃତ୍ୟୁ ହୋଇ ସାରିଛି ସେମାନଙ୍କୁ ରଖାଯାଇଛି। ଚିହ୍ନଟ କରିବା ପରେ ପରିବାର ଲୋକଙ୍କୁ କଲ୍ ଯାଉଛି। ଆଉ ସମ୍ପର୍କୀୟ ପହଞ୍ଚି ନିଜ ଲୋକଙ୍କୁ ଖୋଜୁଛନ୍ତି ପରିବାର ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
