ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚାଲିବ କ୍ରୁଜ୍। ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଭିତରକନିକା ଏବଂ ସାତକୋଶିଆ ଗଣ୍ଡରେ କ୍ରୁଜ୍ ଚଲାଇବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତାବ ଆଣିଛି। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏଭଳି ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସବୁ ସ୍ଥାନରେ କେବଳ ଦିନରେ ହିଁ କ୍ରୁଜ୍ ଚଳାଚଳ କରିବ।
ଜୁଲାଇ ୧୦ ସୁଦ୍ଧା ବିଭିନ୍ନ କ୍ରୁଜ୍ ପରିଚାଳକଙ୍କଠାରୁ ଏନେଇ ପ୍ରସ୍ତାବ ଆଗତ କରାଯିବ। ଏହାପରେ ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ସହ କେଉଁ ଅଞ୍ଚଳରେ କେତେ କ୍ରୁଜ୍ ଚାଲିବ ସେ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗୁଜରାଟରେ ଯୁବକଙ୍କୁ ମାରି ୱାଶିଂମେସିନରେ ଭର୍ତ୍ତି କରିଥିଲା, ଓଡ଼ିଶାରୁ ବନ୍ଧା ହେଲା ଅଭିଯୁକ୍ତ
ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥିସହ ମାମଲାର ଖୋଳତାଡ଼ କରି ମାସେ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍।
Miscellaneous
ଘୁଷୁରିକୁ ମାରି ଖାଇଲା ବାଘୁଣୀ 'ଜିନତ୍'
ଗତକାଲି ରାତି ପ୍ରାୟ ୧୦ଟାରେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଛି।
Accident
କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ଲାଗିଲା ନିଆଁ
ବ୍ରେକ ବାଇଣ୍ଡିଂରୁ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି।
Accident
ମହାନଦୀକୁ ଡେଇଁ ପଡ଼ିଲେ ଯୁବକ
ଆଜି ସକାଳେ ଯୁବକ ଜଣଙ୍କ ହଠାତ୍ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ପଡ଼ିଥିଲେ।
Politics
ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ; କହିଲେ- ଓଡ଼ିଶା ପାଲଟିବ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ
ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।