Advertisment

ଆଳୁ ଖୋଳୁ ଖୋଳୁ ମହାଦେବ

ମୁଁ କୌଣସି ଭୁଲ୍ କରିନାହିଁ। ଅନେକ ୟୁନିଭରସିଟି ସହ ମୋ ଡିଲିଂ ଅଛି। ଏମିତି କହିଛି, ପୁଲିସ ଆଗରେ ଦମ ଦେଖାଇଥିଲା ଅଭିଯୁକ୍ତ। ଏବେ ମୁହାଁମୁହିଁ ପରେ ଝାଳନାଳ। ଏ ଦୃଶ୍ୟକୁ ଦେଖନ୍ତୁ, ଅଭିଯୁକ୍ତ ମନୋଜ ମିଶ୍ରଙ୍କୁ ପଚରାଉଚୁରା କରୁଛି ବଲାଙ୍ଗିର ପୁଲିସ।

Crime Odisha Police Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe