Advertisment

ଧରା ପଡ଼ିଲା ଚାଲାକି!

୪ ଦିନ ନହେଉଣୁ ପୁଣି ମାଫିଆଙ୍କ ଆତଙ୍କରାଜ। ମାଫିଆଙ୍କ ଚାଲାକିକୁ ଜାଣିଦେଲା ବନ ବିଭାଗ। ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂବେଳେ ଧରାପଡ଼ିଲେ ମାଫିଆ। ଉପରେ କରତ ଗୁଣ୍ଡ, ତଳେ ମୂଲ୍ୟବାନ କାଠ। ପୂର୍ବରୁ ରାସ୍ତାରେ ଗଡ଼ାଇଥିଲେ ଗଛ, ଅଫିସରେ ବୁଲାଇଥିଲେ ମାରଣାସ୍ତ୍ର।

author-image
Debendra Prusty

୪ ଦିନ ନହେଉଣୁ ପୁଣି ମାଫିଆଙ୍କ ଆତଙ୍କରାଜ। ମାଫିଆଙ୍କ ଚାଲାକିକୁ ଜାଣିଦେଲା ବନ ବିଭାଗ। ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂବେଳେ ଧରାପଡ଼ିଲେ ମାଫିଆ। ଉପରେ କରତ ଗୁଣ୍ଡ, ତଳେ ମୂଲ୍ୟବାନ କାଠ। ପୂର୍ବରୁ ରାସ୍ତାରେ ଗଡ଼ାଇଥିଲେ ଗଛ, ଅଫିସରେ ବୁଲାଇଥିଲେ ମାରଣାସ୍ତ୍ର। 

Advertisment
Odisha Odisha Forest Dept