ଦୋକାନ ମାଲିକଙ୍କୁ ହାଣିଲେ ଗ୍ରାହକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବକେୟା ଦେବାକୁ ନେଇ ହୋଇଗଲା ତୁମୁଳ କାଣ୍ଡ ।  ହୋଟେଲମାଲିକ ଜଣକ କ୍ୟାସ୍‌ ନେବେ ବୋଲି ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଗ୍ରାହକ ବି ନଛୋଡ଼ବନ୍ଧା। ଶେଷରେ ଘଟଣାର ସମାଧାନ ହେବା ପରିବର୍ତ୍ତେ ଆରମ୍ଭ ହୋଇଗଲା ହଣାହଣି। ହୋଟେଲକୁ  ଗ୍ରାହକ ସାଜି ଆସିଥିବା ୩ ଯୁବକ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବାକୁ ପଛାଇ ନ ଥିଲେ। ଏପରି ଅଭାବନୀୟ  ଘଟଣା  ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି […]

attack

attack

Niharika Rout
  • Published: Tuesday, 14 September 2021
  • Updated: 15 September 2021, 01:21 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବକେୟା ଦେବାକୁ ନେଇ ହୋଇଗଲା ତୁମୁଳ କାଣ୍ଡ ।  ହୋଟେଲମାଲିକ ଜଣକ କ୍ୟାସ୍‌ ନେବେ ବୋଲି ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଗ୍ରାହକ ବି ନଛୋଡ଼ବନ୍ଧା। ଶେଷରେ ଘଟଣାର ସମାଧାନ ହେବା ପରିବର୍ତ୍ତେ ଆରମ୍ଭ ହୋଇଗଲା ହଣାହଣି। ହୋଟେଲକୁ  ଗ୍ରାହକ ସାଜି ଆସିଥିବା ୩ ଯୁବକ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବାକୁ ପଛାଇ ନ ଥିଲେ। ଏପରି ଅଭାବନୀୟ  ଘଟଣା  ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଗତ ରବିବାର ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଯାଇଛି ସବୁ ଦୃଶ୍ୟ। ପୁଲିସ୍‌ ଆକ୍ରମଣକାରୀ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପୁଲିସ୍‌ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ସାଢେ ୮ଟାରେ ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନିଲ ହୋଟେଲକୁ ଖାଇବାକୁ ୩ ଯୁବକ ଯାଇଥିଲେ। ଦୋକାନ ମାଲିକଙ୍କୁ ବକେୟା ଶହେ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେବାକୁ ନେଇ  ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନ ମାଲିକଜଣକ କ୍ୟାସ୍‌ ନେବାକୁ କହୁଥିବା ବେଳେ ଡିଜିଟାଲ ପେମେଣ୍ଟ କରିବେ ବୋଲି କହିଲେ ଗ୍ରାହକ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି।

ଏହାପରେ ଘଟଣାସ୍ଥଳରୁ ୩ ଯୁବକ ପଳାଇଲେ। ମାତ୍ର  ୫ମିନିଟ ମଧ୍ୟରେ ସେମାନେ ଖଣ୍ଡା ଧରି ଦୋକାନରେ ପଶିଥିଲେ। ଏହାପରେ ଅତର୍କିତ ଭାବେ ଦୋକାନ ମାଲିକ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ତେବେ ଆକ୍ରମଣକାରୀ ଯୁବକମାନେ କମ୍‌ ବୟସର ଜଣା ପଡ଼ୁଥିବା ବେଳେ ସେମାନେ ମାରଣାସ୍ତ୍ର କେଉଁଠୁ ପାଇଲେ ତାହା   ଏବେ ଚିନ୍ତାର ବିଷୟ ହୋଇଛି।   ଏହି ଘଟଣାରେ ପୁଲିସ୍‌ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story