Advertisment

ଅଖନା ହତ୍ୟା ମାମଲା: ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ

କଟକ: କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ବିଡାନାସୀ ଅଖନା ହତ୍ୟା ମାମଲାର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଆଜି ଦିଲ୍ଲୀପ ସାହୁ ଓ ଭରତ ଜେନା ସାକ୍ଷୀ ଦେବାକୁ ଆସି ସୁଶାନ୍ତ ଧଳସାମନ୍ତଙ୍କୁ ଚିହ୍ନି ନଥିବା କହିଛନ୍ତି। ୨୦୦୪ ମେ’ ୫ ତାରିଖରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ (ଡି-ବ୍ରଦର୍ସ) ଦୁଇ ଭାଇ ସେମାନଙ୍କ ସହଯୋଗୀ ଅଖନାକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ସୁଶାନ୍ତ ଫେରାର ହୋଇଯାଇଥିବା ବେଳେ […]

ଅଖନା ହତ୍ୟା ମାମଲା: ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ

dhalasamanta

Advertisment

dhalasamanta1କଟକ: କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ବିଡାନାସୀ ଅଖନା ହତ୍ୟା ମାମଲାର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଆଜି ଦିଲ୍ଲୀପ ସାହୁ ଓ ଭରତ ଜେନା ସାକ୍ଷୀ ଦେବାକୁ ଆସି ସୁଶାନ୍ତ ଧଳସାମନ୍ତଙ୍କୁ ଚିହ୍ନି ନଥିବା କହିଛନ୍ତି।

Advertisment

୨୦୦୪ ମେ’ ୫ ତାରିଖରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ (ଡି-ବ୍ରଦର୍ସ) ଦୁଇ ଭାଇ ସେମାନଙ୍କ ସହଯୋଗୀ ଅଖନାକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ସୁଶାନ୍ତ ଫେରାର ହୋଇଯାଇଥିବା ବେଳେ ସୁଶୀଲ ଓ ଅନ୍ୟ ସହଯୋଗୀମାନେ କୋର୍ଟରେ ହାଜର ହୋଇ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ଦୀପୁ ଓ ଓମ୍‌ ହତ୍ୟା ମାମଲାରେ ଡି-ବ୍ରଦର୍ସ ଗିରଫ ହେବା ପରେ ସୁଶାନ୍ତ ବିରୋଧରେ ଅଖନା ହତ୍ୟା ମାମଲାର ଶୁଣାଣି କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଆରମ୍ଭ ହୋଇଛି। ସାକ୍ଷୀମାନେ ସହଯୋଗ କରୁନାହାନ୍ତି ବୋଲି ସୁଶାନ୍ତଙ୍କ ଓକିଲ ପୂର୍ବପରି ଏଥର ମଧ୍ୟ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe