Advertisment

କଟକ ଓ ଗଜପତି ଜିଲ୍ଲାପାଳଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବ୍ରିଟେନ ଫେରନ୍ତା ୫୯ଜଣଙ୍କ ସର୍ଭେଲାନ୍ସ ଓ କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟ ଜୋରଦାର ଚାଲିଥିବାବେଳେ କଟକ ଓ ଗଜପତି ଜିଲ୍ଲାପାଳ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ଗଜପତି ଜିଲ୍ଲାପାଳ ଅନୁପମ ଶାହା କରୋନା ପଜେଟିଭ ଚିହ୍ନଟ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ଗଜପତି ଜିଲ୍ଲାପାଳ ଆଇଏଏସ୍ ଶ୍ରୀ ଶାହା ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ କଟକ ଜିଲ୍ଲାପାଳ ଶ୍ରୀ ଚଇନି ହୋମ୍ […]

‘କରୋନା’ ମୁକାବିଲା ପାଇଁ ଏଣିକି ୮ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି

corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବ୍ରିଟେନ ଫେରନ୍ତା ୫୯ଜଣଙ୍କ ସର୍ଭେଲାନ୍ସ ଓ କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟ ଜୋରଦାର ଚାଲିଥିବାବେଳେ କଟକ ଓ ଗଜପତି ଜିଲ୍ଲାପାଳ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

Advertisment

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ଗଜପତି ଜିଲ୍ଲାପାଳ ଅନୁପମ ଶାହା କରୋନା ପଜେଟିଭ ଚିହ୍ନଟ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ଗଜପତି ଜିଲ୍ଲାପାଳ ଆଇଏଏସ୍ ଶ୍ରୀ ଶାହା ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ କଟକ ଜିଲ୍ଲାପାଳ ଶ୍ରୀ ଚଇନି ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe