Advertisment

‘ରାସ୍ତା କରିବୁ ନହେଲେ ଗୋଡ଼େଇ ଗୋଡ଼େଇ ପିଟିବୁ’

'ସରକାରୀ କାମ ପାଇଁ ବାବୁମାନେ ଲାଞ୍ଚ ମାଗୁଥିବାରୁ ହୋଇପାରୁନାହିଁ ରାସ୍ତା କାମ'

author-image
Manoj Swain

ରାସ୍ତା ତିଆରିକୁ ନେଇ ଇରିଗେସନ ଅଫିସରଙ୍କ ଉପରେ ଗର୍ଜିଲେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । କହିଲେ ‘ରାସ୍ତା କରିବୁ ନହେଲେ ଗୋଡ଼େଇ ଗୋଡ଼େଇ ପିଟିବୁ’ ।

Advertisment
Odisha Congress