ଭୟଙ୍କର ହେଉଛି କଟକ ସ୍ଥିତି, ୫୦୦ ପାର୍‌ କଲା

କଟକ(ଓଡ଼ିଶା ରିପୋର୍ଟର): ଦିନିକିଆ ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା କଟକ। ଆଜି ଦେଢ଼ଶହ, ଦୁଇଶହ ଟ୍ରେଣ୍ଡରୁ ସିଧା ୫ ଶହକୁ ଲମ୍ବାଡିଆଁ ମାରିଛି। ହଟ୍‌ସ୍ପଟ୍‌ ଗଞ୍ଜାମରେ ଦୈନିକ ସଂକ୍ରମଣ ଏକଦା ୭ ଶହ ପାର କରି ତଳମୁହାଁ ହେବା ପରେ ଗତ କିଛି ଦିନ ଧରି ପିକ୍‌ରେ ରହି ଆସିଥିଲା ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ। ହେଲେ ଆଜି କିନ୍ତୁ ଦିନିକିଆ ସଂକ୍ରମଣରେ ୫୮୯ ସଂକ୍ରମିତଙ୍କ ସହ ସର୍ବାଗ୍ରେ ରହିଛି କଟକ। କେବଳ ଏତିକି ନୁହେଁ ତଥ୍ୟ କହୁଛି, ଗଲା […]

khurda-and-cuttack

khurda-and-cuttack

Manoranjan Sial
  • Published: Monday, 24 August 2020
  • Updated: 24 August 2020, 07:44 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦିନିକିଆ ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା କଟକ। ଆଜି ଦେଢ଼ଶହ, ଦୁଇଶହ ଟ୍ରେଣ୍ଡରୁ ସିଧା ୫ ଶହକୁ ଲମ୍ବାଡିଆଁ ମାରିଛି। ହଟ୍‌ସ୍ପଟ୍‌ ଗଞ୍ଜାମରେ ଦୈନିକ ସଂକ୍ରମଣ ଏକଦା ୭ ଶହ ପାର କରି ତଳମୁହାଁ ହେବା ପରେ ଗତ କିଛି ଦିନ ଧରି ପିକ୍‌ରେ ରହି ଆସିଥିଲା ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ। ହେଲେ ଆଜି କିନ୍ତୁ ଦିନିକିଆ ସଂକ୍ରମଣରେ ୫୮୯ ସଂକ୍ରମିତଙ୍କ ସହ ସର୍ବାଗ୍ରେ ରହିଛି କଟକ। କେବଳ ଏତିକି ନୁହେଁ ତଥ୍ୟ କହୁଛି, ଗଲା ୭ ଦିନ ଭିତରେ ଜିଲ୍ଲାରେ କରୋନା କବଳକୁ ଗଲେଣି ୧୭୯୧। ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୨୧ ଛୁଇଁଛି। ସେହିପରି ଆଜି ପୁଣି ଜଣଙ୍କ ମୃତ୍ୟୁ ସହ ଜିଲ୍ଲାରେ ଏଯାଏଁ ୨୫ ଜୀବନ ନେଲାଣି ମହାମାରୀ।

ଏପଟେ ସାରା ରାଜ୍ୟରେ ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବଢ଼ିଥିଲା ବେଳେ ୩ ହଜାର ମୁହାଁ ଧରିଲାଣି ଦୈନିକ ସଂକ୍ରମଣ। ଆଜି ମଧ୍ୟ ୮ ଜିଲ୍ଲାରେ ଶହେରୁ ଅଧିକ ସଂକ୍ରମିତଙ୍କ ସହ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୯୪୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୪୭୪ ଚିହ୍ନଟ ହୋଇଥିଲା ବେଳେ ଯାଜପୁରରୁ ୨୧୫, କୋରାପୁଟରୁ ୧୮୧, ଗଞ୍ଜାମରୁ୧୭୯, ମୟୂରଭଞ୍ଜରୁ ୧୫୬, ରାୟଗଡ଼ାରୁ ୧୪୩ ଓ ସମ୍ବଲପୁରରୁ ଚିହ୍ନଟ ହୋଇଛନ୍ତି ୧୦୪। ତେବେ ବିଶେଷଜ୍ଞଙ୍କ ମତରେ ଟେଷ୍ଟିଂ ବଢୁଥିବାରୁ ଅଧିକ ମାମଲା ସାମ୍ନାକୁ ଆସୁଛି।

ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ଚିନ୍ତା ବଢ଼ାଇଛି ମୃତ୍ୟୁ ସଂଖ୍ୟା। ସ୍ଥିତି ଏମିତି ଯେ ଗଲା କିଛି ଦିନ ହେବ ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳକୁ ଖସୁନି। ଆଜି ମଧ୍ୟ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ସହ ସାରା ରାଜ୍ୟରେ ସଂଖ୍ୟା ୪୧୯କୁ ବଢ଼ିଛି। ସେପଟେ ଗଞ୍ଜାମରେ ସଂକ୍ରମଣ କମିଥିଲେ ବି ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଆଜି ଆଉ ୫ ଜଣଙ୍କ ମୃତ୍ୟୁ ସହ ଜିଲ୍ଲାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୧୭୯କୁ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story