ନିଆଳି (ବିଜୟ ମିଶ୍ର): ବହୁ ଦିନ ପରେ ରାଜ୍ୟକୁ ପୁଣି ଫେରିଛି କଣ୍ଟେନ୍ମେଣ୍ଟ କଟକଣା। କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।
ନୂଆସାହି ଗାଁରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିବା ଓ ୧୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।
ଉପଜିଲ୍ଲାପାଳଙ୍କ ପୂରା ଗାଁକୁ ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
କାହିଁକି ହଠାତ୍ ଉଠିପଡ଼ିବା ପରେ ମୁଣ୍ଡ ବୁଲାଇ ଅନ୍ଧାର ଦେଖାଯାଏ, ଜାଣନ୍ତୁ କାରଣ
କାହିଁକି ବସିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ପରେ ଚଉଦିଗ ଅନ୍ଧାର ଦେଖାଯାଏ ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ...
Health
କେକ୍ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନସର୍
ପରୀକ୍ଷାରୁ ୧୨ଟି ଭିନ୍ନ ଭିନ୍ନ ପ୍ରକାରର କେକ୍ରେ କ୍ୟାନସର ତତ୍ତ୍ୱ ଥିବା ସାମ୍ନାକୁ ଆସିଛି। ରେଡ୍ ଭେଲବେଟ୍ ଓ ବ୍ଲାକ ଫରେଷ୍ଟ ଭଳି କେକ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ କୃତ୍ରିମ ରଙ୍ଗ ବ୍ୟବହୃତ ହୁଏ।
Lifestyle
ଏହି ସବୁ ରୋଗ ଥିଲେ ପିଅନ୍ତୁ ନାହିଁ ଅଧିକ ନଡ଼ିଆ ପାଣି; ପଡ଼ିପାରେ ସାଇଡ୍ ଇଫେକ୍ଟ
ନଡ଼ିଆ ପାଣି ପିଇବା ଦ୍ୱାରା ଶରୀର ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇପାରେ। ଯଦି ଆପଣ ପେଟ ଯନ୍ତ୍ରଣା ଭଳି ସମସ୍ୟା ଥିବ ତାହାହେଲେ ଅତ୍ୟଧିକ ନଡ଼ିଆ ପାଣି ପିଅନ୍ତୁ ନାହିଁ।
Health
‘ଖୁବଶୀଘ୍ର ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା’
ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନରେ ଓଡ଼ିଶା ସାମିଲ ହେବ । ଏହା ଜରିଆରେ ରାଜ୍ୟର ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ, ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ୍ ମଧ୍ୟ ହୋଇପାରିବ ।
Health
ଦୁଇ ଦିନର ଋତୁସ୍ରାବ ଅବଧି ଚିନ୍ତାଜନକ କି?
ସଠିକ୍ ସମୟରେ ଋତୁସ୍ରାବ ହେଉଥିଲେ ମଧ୍ୟ ଯଦି ଏହା ଦୁଇ ଦିନ ହେଉଥାଏ, ତେବେ ଏହା ଚିନ୍ତାର ବିଷୟ କି? ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି, ଜାଣନ୍ତୁ...