Advertisment

ରାଜ୍ୟରେ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ୍

ନିଆଳି (ବିଜୟ ମିଶ୍ର): ବହୁ ଦିନ ପରେ ରାଜ୍ୟକୁ ପୁଣି ଫେରିଛି କଣ୍ଟେନ୍‌ମେଣ୍ଟ କଟକଣା। କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ନୂଆସାହି ଗାଁରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିବା ଓ ୧୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଉପଜିଲ୍ଲାପାଳଙ୍କ ପୂରା ଗାଁକୁ ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ […]

ଅଦ୍ୟତନ ହୋଇଛି
ରାଜ୍ୟରେ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ୍

niali

Advertisment

ନିଆଳି (ବିଜୟ ମିଶ୍ର): ବହୁ ଦିନ ପରେ ରାଜ୍ୟକୁ ପୁଣି ଫେରିଛି କଣ୍ଟେନ୍‌ମେଣ୍ଟ କଟକଣା। କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।

Advertisment

ନୂଆସାହି ଗାଁରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିବା ଓ ୧୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।

ଉପଜିଲ୍ଲାପାଳଙ୍କ ପୂରା ଗାଁକୁ ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।

Advertisment
Corona Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe