ଲସି ଦୋକାନ ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର୍

କଟକ (ଓଡ଼ିଶା ରିପୋର୍ଟର):  କଟକ ଜଗତପୁର ପିରବଜାର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ରାସ୍ତା କଡ଼ରେ ଏକ ଲସି ଦୋକାନ ଉପରେ ମାଡ଼ି ଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି। ଗୁରୁବାର ଅପରାହ୍ଶରେ ରାସ୍ତା କଡ଼ରେ ଥିବା ଏକ ଲସି ଦୋକାନ ଉପରକୁ ଏକ ତେଲ ଟ୍ୟାଙ୍କରଟି ପଶି ଯାଇଥିଲା। ଯେଉଁ ସମୟରେ […]

ctc

ctc

Ranjit Kumar Jena
  • Published: Thursday, 08 April 2021
  • Updated: 08 April 2021, 04:20 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର):  କଟକ ଜଗତପୁର ପିରବଜାର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ରାସ୍ତା କଡ଼ରେ ଏକ ଲସି ଦୋକାନ ଉପରେ ମାଡ଼ି ଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି।

ଗୁରୁବାର ଅପରାହ୍ଶରେ ରାସ୍ତା କଡ଼ରେ ଥିବା ଏକ ଲସି ଦୋକାନ ଉପରକୁ ଏକ ତେଲ ଟ୍ୟାଙ୍କରଟି ପଶି ଯାଇଥିଲା। ଯେଉଁ ସମୟରେ ଟ୍ୟାଙ୍କର ଦୋକାନ ଭିତରକୁ ପଶିଲା, ସେତେବେଳେ ଦୋକାନରେ କିଛି ଗ୍ରାହକ ଲସି ପିଉଥିଲେ। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିଲେ। ତେବେ ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ଜଣକ ଜଣେ ପୁରୁଷ ବୋଲି କୁହାଯାଉଛି। କିନ୍ତୁ ତାଙ୍କର ପରିଚୟ ମିଳିପାରି ନାହିଁ। ଯେଉଁ ତିନିଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ ବୋଲି ଜଣାପଡ଼ିଛି। ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଏହି ତିନିଜଣଙ୍କର ଚିକିତ୍ସା ଚାଲିଛି।

ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଗତପୁର ପୁଲିସ୍ ତେଲ ଟ୍ୟାଙ୍କରକୁ ଜବତ କରିଥିବା ବେଳେ ଗାଡ଼ିର ଡ୍ରାଇଭର୍ ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story