ଚାଲିଥିଲା ବିବାହ ଭୋଜି, ହଠାତ୍‌ ମାଡ଼ିଗଲା କାର୍‌

କଟକ(ଓଡ଼ିଶା ରିପୋର୍ଟର): ଜମିଥିଲା ବିବାହ ଭୋଜିର ଆସର । ବନ୍ଧୁବାନ୍ଧବଙ୍କ କୋଳାହଳରେ ଫାଟି ପଡ଼ୁଥିଲା ପରିବେଶ। ହଠାତ୍‌ ମାଡ଼ି ଆସିଲା ବିପଦ। ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ କାର୍  ଲୋକଙ୍କ ଉପରେ‌ ମାଡ଼ିଗଲା। ଏଥିରେ ୧୦ରୁ  ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛୋଟ ପିଲା ବି ଅଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ଜଗତପୁର ଥାନା ଅଧୀନ ଇମାମନଗରରେ ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଇମାମ ନଗର ଅଞ୍ଚଳରେ ଏକ […]

ccc-1

ccc-1

Niharika Rout
  • Published: Monday, 22 February 2021
  • Updated: 22 February 2021, 09:02 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଜମିଥିଲା ବିବାହ ଭୋଜିର ଆସର । ବନ୍ଧୁବାନ୍ଧବଙ୍କ କୋଳାହଳରେ ଫାଟି ପଡ଼ୁଥିଲା ପରିବେଶ। ହଠାତ୍‌ ମାଡ଼ି ଆସିଲା ବିପଦ। ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ କାର୍  ଲୋକଙ୍କ ଉପରେ‌ ମାଡ଼ିଗଲା। ଏଥିରେ ୧୦ରୁ  ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛୋଟ ପିଲା ବି ଅଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ଜଗତପୁର ଥାନା ଅଧୀନ ଇମାମନଗରରେ ଘଟିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଇମାମ ନଗର ଅଞ୍ଚଳରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ଫଳରେ ଲୋକମାନଙ୍କ ଗହଳି ଲାଗି ରହିଥିଲା। ଏହି ସମୟରେ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଜଣେ ଅତିଥିଙ୍କର କାର୍‌ ଭାରସାମ୍ୟ ହରାଇ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା।   ଘଟଣାସ୍ଥଳରେ ଉପସ୍ଥିତ ଲୋକ ଡ୍ରାଇଭରଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ଘଟଣାସ୍ଥଳରେ ଜଗତପୁର ପୁଲିସ୍ ପହଞ୍ଚି‌ ତଦନ୍ତ ଆରମ୍ଭ କରିଛି।

ପୁଲିସ  ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା  କାରକୁ କ୍ରେନ ଦ୍ୱାରା ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ସମସ୍ତ ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story