ଲକ୍ଷଣ ଥାଇ ଆଣ୍ଟିଜେନ୍‌ ନେଗେଟିଭ ଆସିଲେ ଆମକୁ ଜଣାନ୍ତୁ: କମିଶନର

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି। କଟକରେ ମଧ୍ୟ କ୍ରମାଗତ ପଜିଟିଭ୍ ସଂଖ୍ୟା ବୃଦ୍ଧି ଯାଉଛି । ତେବେ କଟକରେ କରୋନା ସ୍ଥିତି କେମିତି ଅଛି, ସେ ନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ। ସିଏମସି କମିଶନର କହିଛନ୍ତି, ଏବେ କଟକର ସହରରେ ଏବେ କଟକ ସହରରେ ୩୬୮୫ ଆକ୍ଟିଭ କେସ୍ ରହିଛି। ସେଥିମଧ୍ୟରୁ ୮୮% କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି। କୋଭିଡ୍ କେୟାର […]

Ananya Das

Ananya Das

Ranjit Kumar Jena
  • Published: Saturday, 08 May 2021
  • Updated: 08 May 2021, 05:26 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି। କଟକରେ ମଧ୍ୟ କ୍ରମାଗତ ପଜିଟିଭ୍ ସଂଖ୍ୟା ବୃଦ୍ଧି ଯାଉଛି । ତେବେ କଟକରେ କରୋନା ସ୍ଥିତି କେମିତି ଅଛି, ସେ ନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ।

ସିଏମସି କମିଶନର କହିଛନ୍ତି, ଏବେ କଟକର ସହରରେ ଏବେ କଟକ ସହରରେ ୩୬୮୫ ଆକ୍ଟିଭ କେସ୍ ରହିଛି। ସେଥିମଧ୍ୟରୁ ୮୮% କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି। କୋଭିଡ୍ କେୟାର ସେଣ୍ଟରରେ ୪୦ରୁ ୫୦% ସିଟ୍ ପୂର୍ଣ୍ଣ ରହିଛି। ତେଣୁ ସେଥିରୁ ୧୦% ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରଣ କରିବାକୁ ପଡୁଛି।

କମିଶନର କହିଛନ୍ତି, ଏସସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ୍, ୩ଶହ ICU ଉପଲବ୍ଧ ଅଛି। ଏସସିବିରେ ଆଉ ଶହେ ବେଡ୍ ବଢ଼ାଯିବ, ସେଥିରୁ ୪୧ଟି ICU ରହିବ ବୋଲି କମିଶନର ସୂଚନା ଦେଇଛନ୍ତି।

କରୋନାକୁ ନେଇ କଟକବାସୀଙ୍କୁ ପରାମର୍ଶ ଦେଇ କମିଶନର କହିଛନ୍ତି ଯେ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଜରୁରୀ ପଡ଼ିଲେ ଆମ ନମ୍ବରରେ ଜଣାନ୍ତୁ। କୋଭିଡ୍ କଣ୍ଟ୍ରୋଲ ରୁମ୍ ନମ୍ବର ୭୦୭୭୭୭୫୫୫୫ରେ ଯୋଗାଯୋଗ କରନ୍ତୁ। ଯଦି ଅତି ଜରୁରୀ ଥାଏ, ତାହେଲେ ଟୋଲ୍ ଫ୍ରି ୧୮୦୦ ୩୪୫ ୮୨୮୯କୁ ଫୋନ୍ କରନ୍ତୁ। ଲକ୍ଷଣ ଥାଇ ଆଣ୍ଟିଜେନ ନେଗେଟିଭ ଆସିଲେ ବି ଆମକୁ ଜଣାନ୍ତୁ। କୋଭିଡ୍ ହସ୍ପିଟାଲରେ ସସପେକ୍ଟ ହିସାବରେ ଆଡମିଶନ କରାଯିବ ବୋଲି ସିଏମସି କମିଶନର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧରୁ ୬୬୧୩ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୫୧୯୪ଟି ହେଉଛି ଲୋକାଲ କେସ। ସେହିପରି ଆଉ ୨୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୧୦ ଜଣ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜିଲ୍ଲା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି କଟକ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଦୁଇ ଦିନ ଧରି ଜିଲ୍ଲାରେ ଦୈନିକ ସଂକ୍ରମଣ ୯୦୦ ଉପରେ ରହିବା ପରେ ଏହା ୧୦୦୦ରେ ଅତିକ୍ରମ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story