Advertisment

‘SCBରେ ନର୍ସଙ୍କୁ ନିର୍ଯାତନା ଦେଉଛନ୍ତି ଡାକ୍ତର’

କଟକ ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଟେଣ୍ତାଣ୍ଟ ଓ ନର୍ସିଂ ଅଫିସରଙ୍କୁ ଜଣେ ଡାକ୍ତର ମାଡ଼ ମାରିବା ଅଭିଯୋଗ ହୋଇଛି। ଡାକ୍ତର ଶ୍ୟାମା କାନୁନଗୋଙ୍କ ବୁରୋଧରେ ଏହି ଅଭିଯୋଗ ଆସିଥିବାବେଳେ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

author-image
Manoj Swain