‘SCBରେ ନର୍ସଙ୍କୁ ନିର୍ଯାତନା ଦେଉଛନ୍ତି ଡାକ୍ତର’
- Published: Friday, 20 January 2023
- , Updated: 20 January 2023, 12:23 PM IST
କଟକ ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଟେଣ୍ତାଣ୍ଟ ଓ ନର୍ସିଂ ଅଫିସରଙ୍କୁ ଜଣେ ଡାକ୍ତର ମାଡ଼ ମାରିବା ଅଭିଯୋଗ ହୋଇଛି। ଡାକ୍ତର ଶ୍ୟାମା କାନୁନଗୋଙ୍କ ବୁରୋଧରେ ଏହି ଅଭିଯୋଗ ଆସିଥିବାବେଳେ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।