Advertisment

ରଙ୍ଗେ ହାତରେ ଧରାପଡ଼ିଲେ ରସିକିଆ ସ୍ୱାମୀ, ପହଞ୍ଚି ଗଲେ ପ୍ରଥମ ସ୍ତ୍ରୀ

ସାଲେପୁର(ମନୋଜ ଆଚାର୍ଯ୍ୟ): ନିଜ ସ୍ତ୍ରୀକୁ ଛାଡି ଅନ୍ୟ ଏକ ଯୁବତୀଙ୍କୁ ନେଇ ରାସଲୀଳା କରୁଥିଲେ ପ୍ରେମିକ ସ୍ୱାମୀ। ହେଲେ ଲୋକଙ୍କ ହାତରେ ଧରାପଡିଲେ। ଆଉ ପୁଲିସ ଡାକି ହସ୍ତାନ୍ତର କଲେ। ଏମିତି ଏକ ଘଟଣା  ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘଟିଛି। ତେବେ ଖବର ପାଇ ପ୍ରଥମ ସ୍ତ୍ରୀ ଆସି ପହଞ୍ଚି ନିଜ ସ୍ୱାମୀଙ୍କୁ ପେଟେଣ୍ଟ ମେଡ଼ିସିନ ଦେଲେ । ଖାଲି ସେତିକି ନୁହେଁ ଆଉ ଜଣେ ଯୁବତୀଙ୍କୁ ମଧ୍ୟ ପ୍ରେମ ଜାଲରେ ଫସେଇ ଜୀବନ ନଷ୍ଟ କରିଥିବା ଅଭିଯୋଗ […]

ଅଦ୍ୟତନ ହୋଇଛି
ରଙ୍ଗେ ହାତରେ ଧରାପଡ଼ିଲେ ରସିକିଆ ସ୍ୱାମୀ, ପହଞ୍ଚି ଗଲେ ପ୍ରଥମ ସ୍ତ୍ରୀ

uio

Advertisment

ସାଲେପୁର(ମନୋଜ ଆଚାର୍ଯ୍ୟ): ନିଜ ସ୍ତ୍ରୀକୁ ଛାଡି ଅନ୍ୟ ଏକ ଯୁବତୀଙ୍କୁ ନେଇ ରାସଲୀଳା କରୁଥିଲେ ପ୍ରେମିକ ସ୍ୱାମୀ। ହେଲେ ଲୋକଙ୍କ ହାତରେ ଧରାପଡିଲେ। ଆଉ ପୁଲିସ ଡାକି ହସ୍ତାନ୍ତର କଲେ। ଏମିତି ଏକ ଘଟଣା  ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘଟିଛି। ତେବେ

Advertisment

ଖବର ପାଇ ପ୍ରଥମ ସ୍ତ୍ରୀ ଆସି ପହଞ୍ଚି ନିଜ ସ୍ୱାମୀଙ୍କୁ ପେଟେଣ୍ଟ ମେଡ଼ିସିନ ଦେଲେ । ଖାଲି ସେତିକି ନୁହେଁ ଆଉ ଜଣେ ଯୁବତୀଙ୍କୁ ମଧ୍ୟ ପ୍ରେମ ଜାଲରେ ଫସେଇ ଜୀବନ ନଷ୍ଟ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଥମ ପତ୍ନୀ।

ପ୍ରେମିକ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା ବାରୁଅ ଅଞ୍ଚଳର ଗଗନ ପ୍ରଧାନ। ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଗଗନ । ଆଉ ଏବେ ପୁଣି ଜଣେ ଦ୍ୱିତୀୟ ଯୁବତୀଙ୍କ ସହ ଧରା ପଡିଛନ୍ତି ଗଗନ। ତେବେ ଅନ୍ୟ ଜଣେ ଯୁବତୀଙ୍କୁ ଗଗନ ପ୍ରେମ ଜାଲରେ ଫସେଇ ତାର ଜୀବନ ନଷ୍ଟ କରିଥିବା ପ୍ରଥମ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ପ୍ରଥମ ସ୍ତ୍ରୀଙ୍କୁ ସେ ନୋଟାରିରେ ବିବାହ କରିଛନ୍ତି। ତେବେ ଛାଡ଼ପତ୍ର ନଦେଇ ମଧ୍ୟ ଏବେ ଦ୍ୱିତୀୟ ଯୁବତୀଙ୍କୁ  ନିଜ ସ୍ତ୍ରୀ ବୋଲି କହୁଛନ୍ତି ଗଗନ। ଅନ୍ୟପଟେ ଗଗନ ପୂର୍ବରୁ ବିବାହ କରିଥିଲେ ବୋଲି ସେ ଜାଣିନଥିଲେ ବୋଲି ଯୁବତୀ ଜଣକ କହିଛନ୍ତି। ଏହି ଘଟଣାର ଏବେ ପୁଲିସ ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe