ବନ୍ଧୁ ଘରୁ ଫେରୁଥିଲେ, ଜଳିଗଲା କାର୍‌

ସାଲେପୁର(ମନୋଜ ଆଚାର୍ଯ୍ୟ): ଚଳନ୍ତା କାର୍‌ରେ ଲାଗିଲା ନିଆଁ। ଫଳରେ ରାସ୍ତା ଉପରେ ଜଳିଗଲା କାର୍ । ତେବେ ସୌଭାଗ୍ୟବଶତଃ କାର୍‌ରେ ଥିବା ୨ ଶିଶୁଙ୍କ ସମେତ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କଟକ ମାହାଙ୍ଗା ମଧୁପୁରଠାରେ ରାସ୍ତା ଉପରେ ଆଜି ହୁ ହୁ ହୋଇ କାର୍‌ଟି ଜଳିଯାଇଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପୁରୁଷୋତ୍ତମପୁରର ଦିଲ୍ଲୀପ ବିଶ୍ୱାଳ ନିଜ ପରିବାର ସହ ମାହାଙ୍ଗାରେ ଥିବା ବନ୍ଧୁଘରକୁ ଯାଇଥିଲେ । ସେଠାରୁ […]

car

car

Niharika Rout
  • Published: Monday, 08 February 2021
  • Updated: 08 February 2021, 02:06 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): ଚଳନ୍ତା କାର୍‌ରେ ଲାଗିଲା ନିଆଁ। ଫଳରେ ରାସ୍ତା ଉପରେ ଜଳିଗଲା କାର୍ । ତେବେ ସୌଭାଗ୍ୟବଶତଃ କାର୍‌ରେ ଥିବା ୨ ଶିଶୁଙ୍କ ସମେତ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କଟକ ମାହାଙ୍ଗା ମଧୁପୁରଠାରେ ରାସ୍ତା ଉପରେ ଆଜି ହୁ ହୁ ହୋଇ କାର୍‌ଟି ଜଳିଯାଇଥିବା ଦେଖିବାକୁ ମିଳିଛି ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପୁରୁଷୋତ୍ତମପୁରର ଦିଲ୍ଲୀପ ବିଶ୍ୱାଳ ନିଜ ପରିବାର ସହ ମାହାଙ୍ଗାରେ ଥିବା ବନ୍ଧୁଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ମଧୁପୁରଠାରେ ହଠାତ୍ କାର୍‌ରେ ନିଆଁ ଲାଗିଯାଇଥିଲା । ତୁରନ୍ତ ସେ ରାସ୍ତା ଉପରେ ହିଁ ଗାଡ଼ି ରଖି ପରିବାର ଲୋକଙ୍କୁ ବାହାରକୁ ବାହାର କରିଦେଇଥିଲେ । କାର୍‌ଟି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁଆଁପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story