କଟକରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇ ଦେଲେ

କଟକ(ଦେବାଶିଷ ମହାନ୍ତି): ହାତଗୋଡ଼ ବାନ୍ଧି ଘର ଭିତରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରାଯାଇଛି। କିନ୍ତୁ ସୌଭାଗ୍ୟ ବଶତଃ ଯୁବତୀଙ୍କୁ ଠିକଣା ସମୟରେ ଉଦ୍ଧାର କରାଯାଇଛି। ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ମାନସିଂହପାଟଣାରେ। ଯେଉଁଠାରେ ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଘର ଭିତରେ ଉଦ୍ଧାର ଯୁବତୀଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଗୁରୁତର ଯୁବତୀଙ୍କୁ SCB ସ୍ଥାନାନ୍ତର କରାଯାଇଛି। ତେବେ […]

ctc

ctc

Ranjit Kumar Jena
  • Published: Thursday, 25 February 2021
  • Updated: 25 February 2021, 06:22 PM IST

Sports

Latest News

କଟକ(ଦେବାଶିଷ ମହାନ୍ତି): ହାତଗୋଡ଼ ବାନ୍ଧି ଘର ଭିତରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରାଯାଇଛି। କିନ୍ତୁ ସୌଭାଗ୍ୟ ବଶତଃ ଯୁବତୀଙ୍କୁ ଠିକଣା ସମୟରେ ଉଦ୍ଧାର କରାଯାଇଛି। ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ମାନସିଂହପାଟଣାରେ। ଯେଉଁଠାରେ ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ଘର ଭିତରେ ଉଦ୍ଧାର ଯୁବତୀଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଗୁରୁତର ଯୁବତୀଙ୍କୁ SCB ସ୍ଥାନାନ୍ତର କରାଯାଇଛି। ତେବେ ଏହି ନିଆଁ କିଏ ଲଗାଇଲା, ତାହା ଅସ୍ପଷ୍ଟ ରହିଛି। ଯୁବତୀ ସ୍ଥାନୀୟ ଜଣେ କଲେଜର ଛାତ୍ରୀ ଏବଂ ସେ ଭଡ଼ାଘରେ ରହୁଥିଲେ।  ପ୍ରେମ ବେପାରକୁ ନେଇ ଏମିତି ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି। ପୁଲିସ୍ ଏବେ ଯୁବତୀଙ୍କ ବାପାଙ୍କୁ ପଚରାଉଚରା କରୁଛି।

ତେବେ ଘର ମାଲିକ ଓ ପୀଡ଼ିତାଙ୍କ କହିବା ଅନୁଯାୟୀ, ଚାରିଜଣ ଦୁବୃର୍ତ୍ତ ଆସି ଯୁବତୀଙ୍କୁ ପ୍ରଥମେ ଇଞ୍ଜେକ୍ସନ ଦେଇଥିଲେ। ଏହା ପରେ ଚାରିଜଣ ଦୁବୃର୍ତ୍ତ ଯୁବତୀଙ୍କ ହାତଗୋଡ଼ ବାନ୍ଧି ତାଙ୍କ ଦେହରେ ନିଆଁ ଲଗାଇଥିଲେ। ତେବେ ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ମାଡ଼ି ଆସିଥିଲେ। ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି।

ଯୁବତୀ ଜଣକ ମାନସିଂହପାଟଣାରେ ଗତ ଦୁଇ ମାସ ଧରି ଭଡ଼ାରେ ରହିଆସୁଥିବା ସୂଚନା ମିଳିଛି। ଆଜି ତାଙ୍କ ପରିବାର ଲୋକ କେହି ନଥିଲେ। ଯାହାର ଫାଇଦା ଉଠାଇ କିଛି ଦୁବୃର୍ତ୍ତ ଘରେ ପଶି ନିଆଁ ଲଗାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ଓ ସର୍ମ୍ପକୀୟଙ୍କ କହିବା ଅନୁଯାୟୀଙ୍କ ଯୁବତୀଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story