ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଏକ ବଡ଼ ଧାରଣର ଜିଏସଟି ଠକେଇର ପର୍ଦ୍ଦା ଫାସ କଲା ରାଜ୍ୟ ଜିଏସଟି ବିଭାଗ। ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ହାସଲ କରାଯାଇଛି। ଏହି ଠକେଇ ଅଭିଯୋଗରେ ଗୁରଦୀପ ଡାଙ୍ଗ ଓ ସୁଜୟ ମୈତ୍ର ନାମକ ଦୁଇଜଣ ବ୍ୟବସାୟୀଙ୍କୁ ଅଲଗା ଅଲଗା ସ୍ଥାନରୁ ଗିରଫ କରାଯାଇଛି। ଗୁରଦୀପକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳ ସୁଜୟ […]

gst

gst

Ranjit Kumar Jena
  • Published: Friday, 16 July 2021
  • Updated: 16 July 2021, 09:50 PM IST

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଏକ ବଡ଼ ଧାରଣର ଜିଏସଟି ଠକେଇର ପର୍ଦ୍ଦା ଫାସ କଲା ରାଜ୍ୟ ଜିଏସଟି ବିଭାଗ। ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ହାସଲ କରାଯାଇଛି। ଏହି ଠକେଇ ଅଭିଯୋଗରେ ଗୁରଦୀପ ଡାଙ୍ଗ ଓ ସୁଜୟ ମୈତ୍ର ନାମକ ଦୁଇଜଣ ବ୍ୟବସାୟୀଙ୍କୁ ଅଲଗା ଅଲଗା ସ୍ଥାନରୁ ଗିରଫ କରାଯାଇଛି।

ଗୁରଦୀପକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳ ସୁଜୟ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ଜାଲ ବିଲ୍ ବଦଳରେ ୧୧୫.୧୦ କୋଟି ଟଙ୍କାର ଜାଲ ITC ସଂଗ୍ରହ ସହ ହସ୍ତାନ୍ତର କରିଥିଲେ।

ଦୁଇ ଅଭିଯୁକ୍ତ ଅନ୍ୟ ମନଙ୍କ ସହ ମିଶି ୧୬ଟି ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରି ଜାଲ କିଣା ବିଲ୍ ମାଧ୍ୟମରେ ଏହି ଇନପୁଟ ଟ୍ୟାକ୍ସ କ୍ରେଡିଟ ବା ITC ହାତେଇ ଥିଲେ। ତେବେ ସମାନ ଅଭିଯୋଗରେ ଜିଏସଟି ବିଭାଗ ଏପର୍ଯ୍ୟନ୍ତ ମୋଟ ୨୦ ଜଣଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ ଲୋହାନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story