ଘରେ ପଶିଲା ଭିଜିଲାନ୍ସ, ପୁଳା ପୁଳା ଟଙ୍କା ଫିଙ୍ଗିଦେଲେ OMVD ଏଏସ୍‌ଆଇ

କଟକ(ଓଡ଼ିଶା ରିପୋର୍ଟର): ପୁଣି ଜଣେ ସରକାରୀ ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ। ଘରେ ପଶୁ ପଶୁ ପୁଳା ପୁଳା ଟଙ୍କା ସାଙ୍ଗକୁ ସୁନା ବି ଜବତ ହେଲାଣି। ହେଲେ ବିପୁଳ ପରିମାଣର ଟଙ୍କା ଓ ସୁନା କେଉଁଠି ଆସିଲା ତାହାର ଉତ୍ତର ଦେବାକୁ ରାଜି ନୁହନ୍ତି ବାବୁଜଣକ । ଏହି ଅଧିକାରୀଜଣକ ହେଉଛନ୍ତି ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ (OMVD)ର ଏଏସ୍‌ଆଇ ହରେକୃଷ୍ଣ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ […]

harekrushna  nayak

harekrushna nayak

Niharika Rout
  • Published: Friday, 25 February 2022
  • Updated: 25 February 2022, 09:32 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ପୁଣି ଜଣେ ସରକାରୀ ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ। ଘରେ ପଶୁ ପଶୁ ପୁଳା ପୁଳା ଟଙ୍କା ସାଙ୍ଗକୁ ସୁନା ବି ଜବତ ହେଲାଣି। ହେଲେ ବିପୁଳ ପରିମାଣର ଟଙ୍କା ଓ ସୁନା କେଉଁଠି ଆସିଲା ତାହାର ଉତ୍ତର ଦେବାକୁ ରାଜି ନୁହନ୍ତି ବାବୁଜଣକ । ଏହି ଅଧିକାରୀଜଣକ ହେଉଛନ୍ତି ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ (OMVD)ର ଏଏସ୍‌ଆଇ ହରେକୃଷ୍ଣ ନାୟକ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ହରେକୃଷ୍ଣଙ୍କ ମଙ୍ଗଳାବାଗ ଥାନା ଫ୍ରେଣ୍ଡସ୍‌ କଲୋନୀସ୍ଥିତ ଘରେ ଭିଜିଲାନ୍ସ ପଶିଛି। ଏଥିସହ ଏକ ସଙ୍ଗେ ୬ଟି ସ୍ଥାନରେ ଚାଲିଛି ରେଡ।

[caption id="attachment_716270" align="aligncenter" width="650"]raid ହରେକୃଷ୍ଣଙ୍କ ଘରେ ଚାଲିଛି ରେଡ।[/caption]

ଭିଜିଲାନ୍ସଙ୍କୁ ଦେଖି ବାବୁଜଣକ ଘରେ ଥିବା ଟଙ୍କା ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀ ଏହି ଜାଣି ପାରି ଘର ଛାତ ଉପରୁ ତଥା ଚତୁଃପାର୍ଶ୍ୱରୁ ତାହାକୁ ଜବତ କରିଛନ୍ତି।  ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହେଲାଣି। ଏହି ଚଢ଼ାଉରେ ୩ ଜଣ ଡିଏସ୍‌ପି ଓ ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

କଟକ ବାଦ ଝାରସୁଗୁଡ଼ା, କଟକ, ପୁରୀ, ଗଞ୍ଜାମ ଆଦି ୬ଟି ସ୍ଥାନରେ ଥିବା ହରେକୃଷ୍ଣଙ୍କ ଘର ଉପରେ ଚାଲିଛି ରେଡ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story