Advertisment

ପୁଅକୁ ଗୁଳି କରି ବାପା ଫେରାର୍

କଟକ (ଓଡ଼ିଶା ରିପୋର୍ଟର): ପୁଅକୁ ଗୁଳି କରି ହତ୍ୟା କଲା ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗାଁ’ରେ। ତେବେ ପୁଅକୁ ଗୁଳି କରିବା ପରେ ବାପା ଫେରାର୍ ହୋଇଯାଇଛି। ଖବାର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ହେଲେ ଶିବ ମୁଣ୍ଡା। ତେବେ କେଉଁ କାରଣରୁ ଜଣେ ବାପା ତା’ର ଜନ୍ମକଲା ପୁଅକୁ ମାରିଦେଲା, ତାହା ଜଣା ପଡ଼ିନାହିଁ। ଗାଁର ଯଦୁମଣି […]

ଅଦ୍ୟତନ ହୋଇଛି
ଖେଳୁ ଖେଳୁ ମା'କୁ ଗୁଳି ମାରିଦେଲା ୩ ବର୍ଷର ଛୁଆ

gun

Advertisment

କଟକ (ଓଡ଼ିଶା ରିପୋର୍ଟର): ପୁଅକୁ ଗୁଳି କରି ହତ୍ୟା କଲା ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗାଁ’ରେ। ତେବେ ପୁଅକୁ ଗୁଳି କରିବା ପରେ ବାପା ଫେରାର୍ ହୋଇଯାଇଛି। ଖବାର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ହେଲେ ଶିବ ମୁଣ୍ଡା। ତେବେ କେଉଁ କାରଣରୁ ଜଣେ ବାପା ତା’ର ଜନ୍ମକଲା ପୁଅକୁ ମାରିଦେଲା, ତାହା ଜଣା ପଡ଼ିନାହିଁ।

Advertisment

ଗାଁର ଯଦୁମଣି ମୁଣ୍ଡା ତାଙ୍କ ପୁଅ ଶିବ ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଯେଉଁଥିରେ ଉତକ୍ଷୀପ୍ତ ହୋଇ ବାପା ଯଦୁମଣି ପୁଅ ଉପରକୁ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ହିଁ ପୁଅ ଶିବ ମୁଣ୍ଡାର ମୃତ୍ୟୁ ହୋଇଛି।

ଘଟଣା ପରେ ଯଦମୁଣି ଫେରାର୍ ହୋଇଛି। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe