Advertisment

ପୁଲିସ ଜାଲରେ ଛିନ୍ତାଇ ଗ୍ୟାଙ୍ଗ୍

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଚାଲି ଥିବା ଏକ ଛିନ୍ତାଇ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ଅଭିଯୁକ୍ତ ମାନେ ଚୌଦ୍ୱାର ଓ ଚଉଳିଆଗଞ୍ଜ ଅଞ୍ଚଳରେ ଛିନ୍ତାଇ  କରୁଥିଲେ। ସେମାନଙ୍କ ଠାରୁ ଲୁଟ ହୋଇଥିବା ସୁନା ଗହଣା ମଧ୍ୟ ଜବତ କରିଛି ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଗିରଫ ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ହେଲେ ଚୌଦ୍ୱାର ଥାନା ଅଞ୍ଚଳର ଏବଂ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ୭ ଜଣ। […]

ଅଦ୍ୟତନ ହୋଇଛି
ପୁଲିସ ଜାଲରେ ଛିନ୍ତାଇ ଗ୍ୟାଙ୍ଗ୍

6yi

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଚାଲି ଥିବା ଏକ ଛିନ୍ତାଇ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ଅଭିଯୁକ୍ତ ମାନେ ଚୌଦ୍ୱାର ଓ ଚଉଳିଆଗଞ୍ଜ ଅଞ୍ଚଳରେ ଛିନ୍ତାଇ  କରୁଥିଲେ। ସେମାନଙ୍କ ଠାରୁ ଲୁଟ ହୋଇଥିବା ସୁନା ଗହଣା ମଧ୍ୟ ଜବତ କରିଛି ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଗିରଫ ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ହେଲେ ଚୌଦ୍ୱାର ଥାନା ଅଞ୍ଚଳର ଏବଂ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ୭ ଜଣ।

Advertisment

ମୋଟ ୮ ଲକ୍ଷ ୫୦ ହଜାର ଟଙ୍କାର ୧୭୦ ଗ୍ରାମ ସୁନା ଅଳଙ୍କାର ଓ ୨୦ ଟି ମୋବାଇଲ ଫୋନ ଜବତ କରାଯାଇଛି। ସେମାନଙ୍କ ଠାରୁ ଲୁଟ ହୋଇଥିବା 168 ଗ୍ରାମର  ସୁନା ଗହଣା ଓ 20 ଟି ମୋବାଇଲ ଫୋନକୁ ଜବତ କରିଛି ପୁଲିସ। ପୁଲିସ ହାତ ରେ ଧରା ପଡ଼ିଥିବା ଏହି ଦୁଇଟି ଗ୍ୟାଙ୍ଗଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ଅନେକ ମାମଲା ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe