ବ୍ରେନ୍‌ ଡେଡ୍‌ ମହିଳାଙ୍କ କିଡ୍‌ନୀ କାଢ଼ି ୨ ରୋଗୀଙ୍କ ଠାରେ ପ୍ରତିରୋପଣ, ଏସ୍‌ସିବିରେ ପ୍ରଥମ ଘଟଣା

କାର୍ଡିଓଥୋରାସିସ, ଆନେସ୍ଥିସିଆ, ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗର ମୋଟ ୧୭ ଜଣିଆ ଡ଼ାକ୍ତରୀ ଟିମ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ।

Scb cuttack PhotoOR

କଟକ ଏସ୍‌ସିବି ମେଡିକାଲ କଲେଜ

Niranjan Mishra
  • Published: Wednesday, 29 March 2023
  • Updated: 29 March 2023, 08:43 AM IST

କଟକ ଏସସିବି ମେଡିକାଲର କିଡନୀ ପ୍ରତିରୋପଣରେ ପୁଣି ଏକ ସଫଳତା ନଜର ଆସିଛି। କଟକ ଜଗତପୁର ଅଞ୍ଚଳ ଜଣେ ବ୍ରେନ୍‌ ଡେଡ୍ ମହିଳାଙ୍କ ଅପରେସନ କରାଯାଇ ଦୁଇଟି କିଡନୀ କଢାଯାଇ ଦୁଇ ଜଣ କିଡ୍‌ନୀ ରୋଗୀଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଛି।

ସୂଚନା ମୁତାବକ, ଜଗତପୁରର ଏହି ମହିଳା କୌଣସି କାରଣରୁ ଗୁରୁତର ହୋଇ ପ୍ରଥମେ କଟକ ଏସସିବି କାର୍ଡିଓଥୋରାସିସ ବିଭାଗରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ବ୍ରେନ୍‌ଡେଡ ଘୋଷଣା କରିଥିଲେ ଡାକ୍ତର। ଏହାପରେ ତାଙ୍କ ପରିବାର ଲୋକେଙ୍କ ସହମତିରେ ତାଙ୍କ ଶରୀରରୁ ଦୁଇଟି କିଡନୀ ସଫଳ ଅସ୍ତ୍ରୋପଚାର କରାଯିବା ସହ କଢାଯାଇଥିଲା। ଯାହାକୁ ଦୁଇ ଜଣ କିଡନୀ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା।

Also Read

ଏଭଳି ଘଟଣା ଏସସିବିରେ ପ୍ରଥମ। ଆଗରୁ ବେସରକାରୀ ହସ୍ପିଟାଲ ରେ କିଡନୀ କଢାଯାଇ ଏଠାରେ ପ୍ରତିରୋପଣ କରାଯାଇଥିଲା। କାର୍ଡିଓଥୋରାସିସ, ଆନେସ୍ଥିସିଆ, ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗର ମୋଟ ୧୭ ଜଣିଆ ଡ଼ାକ୍ତରୀ ଟିମ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story