ବନ୍ଧା ହେଲେ ସେଦିନ ଦାୟିତ୍ୱରେ ଥିବା କନଷ୍ଟେବଳ

କଟକ:(ଓଡ଼ିଶା ରିପୋର୍ଟର): ଯିଏ ଏତଲା ଦେଇଥିଲେ ସିଏ ଢ଼ିଲା ମାରିଥିଲେ। ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି।  ପୂର୍ବରୁ ଏତଲା ଦେଇଥିବା କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୟ ଜଣେ ହେଉଛନ୍ତି ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡର। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଳ ମୌସିମ। ଗିରଫଦାରୀ ସଂପର୍କରେ କଟକ ଡିସିପି […]

jjj-2

jjj-2

Tapas Behera
  • Published: Tuesday, 20 April 2021
  • Updated: 20 April 2021, 05:36 PM IST

Sports

Latest News

କଟକ:(ଓଡ଼ିଶା ରିପୋର୍ଟର): ଯିଏ ଏତଲା ଦେଇଥିଲେ ସିଏ ଢ଼ିଲା ମାରିଥିଲେ। ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି।  ପୂର୍ବରୁ ଏତଲା ଦେଇଥିବା କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୟ ଜଣେ ହେଉଛନ୍ତି ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡର। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଳ ମୌସିମ। ଗିରଫଦାରୀ ସଂପର୍କରେ କଟକ ଡିସିପି ପ୍ରତୀକ ସିଂହ  ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗିରଫ ୱାର୍ଡର ଶିବନାରାୟଣ ନନ୍ଦ ଫୋନରୁ ହାଇଦର କଥା ହେଉଥିଲା। କନଷ୍ଟେବଳ ମହମ୍ମଦ ମୌସିମ ନିଜ ଡ୍ୟୁଟିରେ  ବହୁତ ଖିଲାପ କରିଛନ୍ତି। ହାଇଦରକୁ ଢିଲା ଛାଡ଼ିବାରୁ ସେ ଖସିଯିବାକୁ ସୁଯୋଗ ପାଇଥିଲା। ମୌସିମଙ୍କୁ ନିଶା ସ୍ପ୍ରେ କରାଯାଇଥିଲା କି ନାହିଁ ପ୍ରସଙ୍ଗରେ ଡିସିପି କହିଛନ୍ତି ଯେ, ଖାଦ୍ୟ ସାମ୍ପଲ ଲ୍ୟାବ୍ ଯାଇଛି। ରିପୋର୍ଟ ଆସିଲେ ସ୍ପଷ୍ଟ ହେବ।

ସୂଚନା ଅନୁଯାୟୀ, ହାଇଦର ଫେରାର ଘଟଣାରେ କନଷ୍ଟେବଳ ମୌସିମ ମଙ୍ଗଳାବାଗ ଥାନାରେ  ଥାନାରେ ଏକ ଏତଲା ଦେଇଥିଲେ। ଏସସିବି ସର୍ଜରୀ ୱାର୍ଡରେ ହାଇଦର ରହୁଥିବା କ୍ୟାବିନ ନମ୍ବର-୫ରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କନଷ୍ଟେବଲ ମହମ୍ମଦ ମୌସିମ୍ ଏଫଆଇଆରରେ ଲେଖିଥିଲେ ଯେ, ହାଇଦର ଚିକିତ୍ସିତ ସମୟରେ ତାକୁ ଏକାଧିକ ଲୋକେ ଭେଟିବାକୁ ଆସିଥିଲେ। ଚିକିତ୍ସା ସମୟରେ ହାଇଦର ପାଖକୁ ତା ପୁଅ, ଭାଇ କାଳିଆ, ପୁତୁରା କାଲା, ଶଳା ଓ ଜ୍ୱାଇଁ ପ୍ରମୁଖ କ୍ୟାବିନରେ ଦେଖା କରି କଥା ହୋଇଥିଲେ। ଡ୍ୟୁଟି କରୁଥିବାବେଳେ ମଧ୍ୟ ଏହି ଲୋକମାନେ ହାଇଦର ପାଖକୁ ଆସିବା ସହ ହଠାତ୍ ତାଙ୍କ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇଥିଲେ। ଯାହାଫଳରେ ସେ ଅଚେତ ହୋଇଯିବାରୁ ଅଧିକ କିଛି ଜାଣିପାରିନଥିବା ମୌସିମ୍ ଅଭିଯୋଗ କରିଥିଲେ। ଫଳରେ ତାଙ୍କ ଅଚେତର ସୁଯୋଗ ନେଇ ହାଇଦର ଖସି ପଳାଇଥିବା ଏତଲାରେ ମୌସିମ୍ ଉଲ୍ଲେଖ କରିଥିଲେ।

କଟକ ବଡ଼ ମେଡିକାଲରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ମହମ୍ମଦ ମୌସିମ ଥିଲେ। ଜଗିବା ଦାୟିତ୍ୱରେ ଆସିଥିବା ୬ ପୁଲିସ୍ କର୍ମଚାରୀ ଏକ ହୋଟେଲରେ ମଧ୍ୟ ରହୁଥିଲେ। ଏହି ୬ ଜଣଙ୍କୁ ନିଲମ୍ବନ ମଧ୍ୟ କରାଯାଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିବା କନ୍‌ଷ୍ଟେବଲ୍‌ ମହମ୍ମଦ ମୌସିମ ହିଁ ବୁକ୍‌ କରିଥିଲେ ହୋଟେଲ୍‌। ଗତ ୨୩ ତାରିଖରେ କଟକ ଚଣ୍ଡି ରୋଡ୍‌ରେ ଥିବା ଅହଲ୍ୟା ହୋଟେଲ୍‌ର ରୁମ୍‌ ନମ୍ୱର ୨୦୧ ଓ ୧୧୦କୁ ବୁକ୍‌ କରିଥିଲେ ମହମ୍ମଦ ମୌସିମ। ତା’ପର ଦିନ ୨୦୧ ରୁମ୍‌ଟିକୁ ଛାଡ଼ି ଦେଇଥିଲେ।

ଘଟଣା ଖୋଳତାଡ଼ ପରେ ଏସବୁ ଘଟଣା ସାମ୍ନାକୁ ଆସି ଥିଲା । ଏବେ ଦାୟିତ୍ୱରେ ଅବହେଳା ପାଇଁ କନ୍‌ଷ୍ଟେବଲ୍‌ ମହମ୍ମଦ ମୌସିମଙ୍କୁ ଗିରଫ କରାଯାଇଛି। ଖାଲି ସେତିକି ନୁହେଁ ହାଇଦର ଅପରାଧ ସାମ୍ରାଜ୍ୟର ନେଟୱର୍କ ଭିତରେ ରହିଛନ୍ତି ଏକାଧିକ ଯୁବତୀ।  ସେମାନଙ୍କ ମଧ୍ୟରୁ ଜଣେ ଆଲବମ୍ ହିରୋଇନଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବତୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ୧୮ ବର୍ଷିୟ ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ ସେ ଏସ୍‌ସିବି ଆସି ହାଇଦରଙ୍କୁ ଏକାଧିକ ଥର ଦେଖା କରିଥିବା ଜଣାପଡ଼ିଛି । ଏ ଯାଏଁ ହାଇଦର ଫେରାର ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story