ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଭୀଷଣ ବା ଅତିଭୀଷଣ ହୋଇପାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଆଇଏମ୍‌ଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମେ’ ୨୨ ତାରିଖରେ ବାତ୍ୟା ନେଇ ସଠିକ୍ ଆକଳନ କରାଯାଇପାରିବ। ବାତ୍ୟା ତ ନିଶ୍ଚିତ ହେବ। କିନ୍ତୁ କେଉଁଠି ଏହା ଲ୍ୟାଣ୍ଡଫଲ କରିବ, ତାହା ୨୨ରେ କହିହେବ। ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ। […]

Cyclone

Cyclone

Jitendra Garnayak
  • Published: Thursday, 20 May 2021
  • Updated: 22 May 2021, 02:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଆଇଏମ୍‌ଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମେ’ ୨୨ ତାରିଖରେ ବାତ୍ୟା ନେଇ ସଠିକ୍ ଆକଳନ କରାଯାଇପାରିବ। ବାତ୍ୟା ତ ନିଶ୍ଚିତ ହେବ। କିନ୍ତୁ କେଉଁଠି ଏହା ଲ୍ୟାଣ୍ଡଫଲ କରିବ, ତାହା ୨୨ରେ କହିହେବ। ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ଶ୍ରୀ ଜେନାମଣି କହିଛନ୍ତି, ମେ’ ୨୨ରେ ସୃଷ୍ଟ ଲଘୁଚାପ ମେ’ ୨୪ରେ ବାତ୍ୟାରେ ରୂପାନ୍ତରିତ ହେବ। ଏହାର ପ୍ରଭାବରେ ମେ’ ୨୫ରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ବେଶି ରହିବ। ୨୧ ତାରିଖରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।

ସମୀକ୍ଷା ବୈଠକ କଲେ ଏସ୍‌ଆର୍‌ସି

ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ସ୍ପେଶାଲ୍ ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଜି ସମୀକ୍ଷା ବୈଠକ କରିଥିଲେ। ଆଇଏମ୍‌ଡି ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରିଥିଲେ। ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ରହିବାକୁ ସେ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାନ୍‌ ପାୱାର ଓ ମେସିନାରୀ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତା’ସହିତ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପଦକ୍ଷେପ ନେବାକୁ ସିଏମ୍‌ଓରୁ ନିର୍ଦ୍ଦେଶ ଆସିଥିବା ମଧ୍ୟ ସେ ଟ୍ୱିଟ୍ କରି ଜଣାଇଛନ୍ତି।

ସେ କହିଛନ୍ତି, ବାତ୍ୟା ସଂପର୍କରେ ପାଣିପାଗ ବିଜ୍ଞାନ ବିଭାଗ ଏଯାଏ ସ୍ପଷ୍ଟ କରିନି। କେଉଁଦିନ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ ଏଯାଏ ସ୍ପଷ୍ଟ ହୋଇନି। ତେବେ ଯଦି ବାତ୍ୟା ହୁଏ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଦକ୍ଷେପ ନେଇଛୁ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି। ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ଏହା ସହିତ ଲୋକଙ୍କୁ ଭୟଭୀତ ନହେବାକୁ ଏସ୍‌ଆର୍‌ସି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story