ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ

ବଲାଙ୍ଗିର/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ତିନି ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର, ଗଞ୍ଜାମ ଓ ଅନୁଗୁଳର ତିନି ସରକାରୀ ବାବୁଙ୍କ ଘରେ ରେଡ ହୋଇଛି । ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ସୁଧୀରଙ୍କ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ଭିଜିଲାନ୍ସ ଏସ ପିଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ବିଭାଗର ୪ଟି ଟିମ ତାଙ୍କର ବଲାଙ୍ଗିର ସହର ଭିତରେ ଥିବା […]

Untitled-1

Untitled-1

Madhupriya Mistry
  • Published: Tuesday, 29 December 2020
  • Updated: 29 December 2020, 10:29 AM IST

Sports

Latest News

ବଲାଙ୍ଗିର/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ତିନି ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର, ଗଞ୍ଜାମ ଓ ଅନୁଗୁଳର ତିନି ସରକାରୀ ବାବୁଙ୍କ ଘରେ ରେଡ ହୋଇଛି । ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ସୁଧୀରଙ୍କ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

ସମ୍ବଲପୁର ଭିଜିଲାନ୍ସ ଏସ ପିଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ବିଭାଗର ୪ଟି ଟିମ ତାଙ୍କର ବଲାଙ୍ଗିର ସହର ଭିତରେ ଥିବା ବ୍ୟାଙ୍କ କାର୍ଯ୍ୟାଳୟ, ପ୍ୟାଲେସଲାଇନ ଏବଂ ରୁଗୁଡିପଡା ବଲାଙ୍ଗିର ଘର, ବରଗଡ ସମ୍ବଲପୁର ଓ ସୋନପୁରରେ ଥିବା ଘରେ ଏକକାଳୀନ ରେଡ କରିଛି । ଚଢ଼ାଉ ବେଳେ କିଛି ନଗଦ ଟଙ୍କା, ସୁନା ଅଳଙ୍କାର ମିଳିଥିବା ବେଳେ ଘରବାଡି ସମ୍ପତ୍ତିର ଆକଳନ ଜାରି ରହିଛି ।  ସେପଟେ ଆକାଉଣ୍ଟାଣ୍ଟ ଏହି ଭିଜିଲାନ୍ସ ରେଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନଥିବା ସେ କହିଛନ୍ତି ।

ସେହିପରି ଗଞ୍ଜାମ ଚିକିଟି ମହାବିଦ୍ୟାଳୟ ଡେମନଷ୍ଟ୍ରେଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଚିକିଟି କଲେଜ୍ର ଡେମନଷ୍ଟ୍ରେଟର କୈଳାସ ମହାନ୍ତିଙ୍କ ୬ଟି ଘରେ ଯାଞ୍ଚ କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ଚିକିଟି ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଯାଞ୍ଚ କରୁଥିବା ଜଣାପଡ଼ିଛି ।

ଅନ୍ୟପଟେ ଅନୁଗୁଳ ଜିଲ୍ଲାର RWSSର କନିଷ୍ଠ କିରାଣି ରୋହିତାସ ବାଗଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ କ୍ୱାର୍ଟର୍ସ, ଆଠମଲ୍ଲିକ ଓ ବୌଦ୍ଧ ସ୍ଥିତ ଫ୍ୟାରିରେ ଏକକାଳୀନ ଚଢ଼ାଉ ହୋଇଛି । ତାଙ୍କର କେତେ କ’ଣ ସମ୍ପତ୍ତି ରହିଛି ସେ ନେଇ ଭିଜିଲାନ୍ସ ଯାଂଚ ଜାରି ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story