Advertisment

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୧୧ % ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ।  କର୍ମଚାରୀଙ୍କ  ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର।  ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି କରାଯାଇଛି  । ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବଢ଼ି ୨୮ପ୍ରତିଶତରେ ପହଞ୍ଚିଲା । ଆସନ୍ତା ମାସ ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା। ମହଙ୍ଗା ଭତ୍ତା ବଢ଼ିବା ଦ୍ୱାରା ରାଜ୍ୟର  ୪ ଲକ୍ଷ କର୍ମଚାରୀ, ସାଢ଼େ ୩ ଲକ୍ଷ ପେନସନ୍ ଭୋଗୀ  ଉପକୃତ ହେବେ […]

ଅଦ୍ୟତନ ହୋଇଛି
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୧୧ % ବଢ଼ିଲା ମହଙ୍ଗା ଭତ୍ତା

DA

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ।  କର୍ମଚାରୀଙ୍କ  ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର।  ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି କରାଯାଇଛି  । ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବଢ଼ି ୨୮ପ୍ରତିଶତରେ ପହଞ୍ଚିଲା । ଆସନ୍ତା ମାସ ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା।

Advertisment

ମହଙ୍ଗା ଭତ୍ତା ବଢ଼ିବା ଦ୍ୱାରା ରାଜ୍ୟର  ୪ ଲକ୍ଷ କର୍ମଚାରୀ, ସାଢ଼େ ୩ ଲକ୍ଷ ପେନସନ୍ ଭୋଗୀ  ଉପକୃତ ହେବେ । ଏହି ଖବର ପ୍ରଚାରିତ ହେବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

Salary Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe