ଡି’ ବଦ୍ରର୍ସଙ୍କ ଜଣେ ସହଯୋଗୀ ଗିରଫ, ୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ ନୂଆପଡ଼ା ଅଞ୍ଚଳର ଆର୍ତ୍ତତ୍ରାଣ ଭୂୟାଁ। ଗିରଫ ସମୟରେ ତା’ଠାରୁ ୬ଲକ୍ଷ ୨୭ହଜାର ଟଙ୍କା ଜବତ କରାଯାଇଛି। ସେ ଡି’ ବ୍ରଦର୍ସଙ୍କ ସହ ମିଶି କଟକର ବିଭିନ୍ନ ସ୍ଥାନରେ ବାଲିଘାଟ ଚଳାଉଥିବା ଜଣାପଡ଼ିଛି। ତା’ ନାଁରେ କଟକର ବିଭିନ୍ନ ଥାନାରେ ମାମଲା ରହିଛି। କଟକ ଓ ଆଖପାଖ ଅଞ୍ଚଳରେ ଡି’ ବ୍ରଦର୍ସଙ୍କ ୭ଟି ବେଆଇନ ବାଲିଘାଟ ଥିବା […]

d-brothers

d-brothers

Rakesh Mallick
  • Published: Friday, 19 February 2016
  • Updated: 20 February 2016, 02:42 AM IST

Sports

Latest News

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ ନୂଆପଡ଼ା ଅଞ୍ଚଳର ଆର୍ତ୍ତତ୍ରାଣ ଭୂୟାଁ। ଗିରଫ ସମୟରେ ତା’ଠାରୁ ୬ଲକ୍ଷ ୨୭ହଜାର ଟଙ୍କା ଜବତ କରାଯାଇଛି। ସେ ଡି’ ବ୍ରଦର୍ସଙ୍କ ସହ ମିଶି କଟକର ବିଭିନ୍ନ ସ୍ଥାନରେ ବାଲିଘାଟ ଚଳାଉଥିବା ଜଣାପଡ଼ିଛି। ତା’ ନାଁରେ କଟକର ବିଭିନ୍ନ ଥାନାରେ ମାମଲା ରହିଛି। କଟକ ଓ ଆଖପାଖ ଅଞ୍ଚଳରେ ଡି’ ବ୍ରଦର୍ସଙ୍କ ୭ଟି ବେଆଇନ ବାଲିଘାଟ ଥିବା ପୋଲିସ ଜାଣିବାକୁ ପାଇଛି। ବାଲିଘାଟ ସମ୍ପର୍କରେ ପୋଲିସ ତ୍ରିଶୁଳିଆ ଅଞ୍ଚଳର ବିଜୟ ପାଲଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି।

ଡି’ ବ୍ରଦର୍ସଙ୍କ କଟକ ସିଡିଏ ଘରୁ ଜବତ ହୋଇଥିବା ୨କୋଟି ୬୭ ଲକ୍ଷ ଟଙ୍କାରେ ପ୍ରାୟ ୧୨ ହଜାର ଟଙ୍କା ଜାଲ୍‌ ଥିବା ଜଣାପଡ଼ିଛି। ଏ ନେଇ ପୋଲିସ୍ ଏକ ମାମଲା ରୁଜୁ କରିଛି।

ସେହିପରି ଦୁଇଭାଇଙ୍କ ଭଏସ୍ ସାମ୍ପୁଲ୍ ଟେଷ୍ଟ୍ ଲାଗି ପୋଲିସ ଅନୁମତି ମାଗିଥିଲା। ଏଥିପାଇଁ ଦୁଇଭାଇଙ୍କୁ ହାଜର କରିବାକୁ କଟକ ଏସଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାହାର ଭଏସ୍ ସାମ୍ପୁଲ୍ ଟେଷ୍ଟ୍ କରିବାକୁ ହେଲେ ତାଙ୍କ ଅନୁମତି ନିଆଯିବାର ନିୟମ ରହିଛି। ଡି’ ବ୍ରଦର୍ସ ମାମଲାର ସିବିଆଇ ତଦନ୍ତ ଲାଗି ହାଇକୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଡି’ ବଦ୍ରର୍ସ ଅପରାଧ ଲିଙ୍କ୍ ମାମଲାରେ ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୋଲିସ୍। କଟକର ବିଭିନ୍ନ ଥାନାରେ ଧଳସାମନ୍ତ ବ୍ରଦର୍ସଙ୍କ ୫ ଜଣ ସହଯୋଗୀଙ୍କୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରେ ଡି’ବ୍ରଦର୍ସଙ୍କ କିଛି ବିଜନେସ୍ ପାର୍ଟନର ରହିଥିବା କୁହାଯାଉଛି। ଏମାନେ ମୁଖ୍ୟତଃ ଡି ବ୍ରଦର୍ସଙ୍କ ଦ୍ୱାରା ପରିଚାଳିତ ବାଲିଘାଟ ଓ ଟେଣ୍ଡର କଥା ବୁଝୁଥିଲେ। ଅଟକ ଥିବା ବ୍ୟକ୍ତିଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବା ଧଳ ସାମନ୍ତ ବ୍ରଦର୍ସଙ୍କ ରିମାଣ୍ଡର ଆଜି ହେଉଛି ତୃତୀୟ ଦିନ। ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ପୋଲିସ୍ ଅପରାଧ ସାମ୍ରାଜ୍ୟ ବିଷୟରେ ଅଧିକ ଖୋଳତାଡ଼ କରୁଛି। ଏମାନଙ୍କ ବିରୋଧରେ ଦିନକୁ ଦିନ ଅଭିଯୋଗ ଫର୍ଦ୍ଦ ବଢୁଛି । ଦୁଇ ଭାଇଙ୍କ ଦୌରାତ୍ମ୍ୟ ଯୋଗୁଁ ଆଗରୁ ଚୁପ୍ ରହିଥିବା କିଛି ଲୋକ ଏବେ ମୁହଁ ଖୋଲୁଛନ୍ତି। ଆହୁରି ଅନେକ ଲୋକ ଧଳସାମନ୍ତଙ୍କ ଆକ୍ରୋଶର ଶିକାର ହୋଇଥିବା ନେଇ ପୋଲିସ୍ ହାତରେ ସୁରାକ୍ ଲାଗିଛି।

୨୦୧୨ରେ କଟକ କିଶୋରନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ସାଗର ପଣ୍ଡା ହତ୍ୟା ମାମଲାରେ ମଧ୍ୟ ଡି’ ବ୍ରଦର୍ସ ହାତ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଦୀପୁ ଓ ଓମ୍‌ ହତ୍ୟାକାଣ୍ଡରେ ପୋଲିସ୍ ଡି’ ବ୍ରଦର୍ସଙ୍କ  ଆଉ ଜଣେ ସହଯୋଗୀ ପିଣ୍ଟାଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story