୫ଟି ଜିଲ୍ଲାରେ ‘ତିତ୍‌ଲି’ କରିପାରେ ଏମିତି କ୍ଷତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଇଛି ବାତ୍ୟା ତିତ୍‌ଲି। ଆସନ୍ତା ୧୮ ଘଣ୍ଟାରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ। ତିତ୍‌ଲିର ପ୍ରଭାବରେ ପୂରା ରାଜ୍ୟ ପ୍ରଭାବିତ ହେବ। ତେବେ ୫ଟି ଜିଲ୍ଲା- ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବ। ଏଠାରେ ଝୁମ୍ପୁଡ଼ି ଓ ମାଟି ଘର ଭାଙ୍ଗିବା ସହ ଚାଳଛପର ଉଡ଼ିଯିବାର ସମ୍ଭାବନା ରହିଛି। ଏହାସହ ଗଛ ଉପୁଡ଼ି ପଡ଼ିବ। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଓ […]

orissa_flood

orissa_flood

Rakesh Mallick
  • Published: Wednesday, 10 October 2018
  • Updated: 10 October 2018, 05:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଇଛି ବାତ୍ୟା ତିତ୍‌ଲି। ଆସନ୍ତା ୧୮ ଘଣ୍ଟାରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ।

ତିତ୍‌ଲିର ପ୍ରଭାବରେ ପୂରା ରାଜ୍ୟ ପ୍ରଭାବିତ ହେବ। ତେବେ ୫ଟି ଜିଲ୍ଲା- ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବ।

ଏଠାରେ ଝୁମ୍ପୁଡ଼ି ଓ ମାଟି ଘର ଭାଙ୍ଗିବା ସହ ଚାଳଛପର ଉଡ଼ିଯିବାର ସମ୍ଭାବନା ରହିଛି। ଏହାସହ ଗଛ ଉପୁଡ଼ି ପଡ଼ିବ। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଓ ଟେଲିଫୋନ୍‌ ଖୁଣ୍ଟ ମଧ୍ୟ ଭାଙ୍ଗିଯିବ। ଉଭୟ କଚ୍ଚା ଓ ପକ୍କା ରାସ୍ତା ପ୍ରଭାବିତ ହୋଇପାରେ।

ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ହେବ।

ତିତ୍‌ଲି ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ବାତ୍ୟା ସ୍ଥଳପଥ ଛୁଇଁଲା ବେଳକୁ ସମୁଦ୍ରରେ ୧ ମିଟର୍‌ ଉଚ୍ଚାର ଜୁଆର ଆସିବାର ସମ୍ଭାବନା ରହିଛି। ତେଣୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଏବେ ତିତ୍‌ଲି ଗୋପାଳପୁରଠାରୁ ୩୭୦ କିମି ଓ କଳିଙ୍ଗପଟନମ୍‌ଟାରୁ ୩୧୦ କିମି ଦୂରରେ ରହିଛି। ଆସନ୍ତାକାଲି ୧୧ ତାରିଖରେ ଏହା କଳିଙ୍ଗପଟନମ୍‌ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ବେଳକୁ ୧୪୫ କିମି ବେଗରେ ପବନ ବହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story