ସିଲ୍‌ ହେଲା ଡମଣା ହାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଭୁବନେଶ୍ୱର ଡମଣା ହାଟ ସିଲ୍ କରିଛି ବିଏମ୍‌ସି।  ଆସନ୍ତା ୪୮ ଘଣ୍ଟା ଯାଏ ବିଏମ୍‌ସି ପକ୍ଷରୁ ଏହି କଟକଣା ଲଗାଯାଇଛି  । ଗତକାଲି ଭୁବନେଶ୍ୱର ମହାନଗର ନଗମର ଏକ ଟିମ୍ ଡମଣା ହାଟ୍ ପରିଦର୍ଶନ କରିବା ସହ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ପାଇଥିଲେ । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମ୍‌ସି ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ […]

damana-hata-sealed

damana-hata-sealed

Niharika Rout
  • Published: Friday, 30 April 2021
  • Updated: 30 April 2021, 08:45 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଭୁବନେଶ୍ୱର ଡମଣା ହାଟ ସିଲ୍ କରିଛି ବିଏମ୍‌ସି।  ଆସନ୍ତା ୪୮ ଘଣ୍ଟା ଯାଏ ବିଏମ୍‌ସି ପକ୍ଷରୁ ଏହି କଟକଣା ଲଗାଯାଇଛି  ।

ଗତକାଲି ଭୁବନେଶ୍ୱର ମହାନଗର ନଗମର ଏକ ଟିମ୍ ଡମଣା ହାଟ୍ ପରିଦର୍ଶନ କରିବା ସହ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ପାଇଥିଲେ । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମ୍‌ସି ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି । ଦୋକାନୀମାନଙ୍କୁ ମଧ୍ୟ ବିଏମ୍‌ସି ଟିମ୍ ତାଗିଦ କରିବା ସହ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି।  ।

ସେହିଭଳି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିଏମସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରୁଥିବାର ଦେଖିବାକୁ ମିଳିଛି  । ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ଗତକାଲିଠୁ  ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି ।

ସୂଚନାଯୋଗ୍ୟ,  ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରର କର୍ମଚାରୀଙ୍କ ମଧ୍ୟରୁ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହେବାପରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପାଇଁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରକୁ ଗତକାଲିଠୁ ମେ’ ୫ତାରିଖ ପର୍ଯ୍ୟନ୍ତ ୭ଦିନ ପାଇଁ ସିଲ୍ କରାଯାଇଛି।

ବିଏମସି ପକ୍ଷରୁ  ଷ୍ଟୋର ପରିସରକୁ ତୁରନ୍ତ ସାନିଟାଇଜ୍ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନକୁ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଲ୍ ହୋଇଥିବା ସମୟରେ ଷ୍ଟୋର ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ ।

ବିଏମସି ଦ୍ୱାରା ଅଧିକୃତ ବ୍ୟକ୍ତିଙ୍କୁ ହିଁ ଷ୍ଟୋର ଭିତରେ ପ୍ରବେଶ ନିମନ୍ତେ ଅନୁମତି ମିଳିବ। ଷ୍ଟୋରର କର୍ମଚାରୀମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ସଂକ୍ରମିତଙ୍କର ଚିକିତ୍ସା ଆବଶ୍ୟକ ପଡ଼େ ତା’ହେଲେ ବିଏମସିକୁ ସୂଚିତ କରିବା ନିମନ୍ତେ ଷ୍ଟୋର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବ୍ୟତୀତ ବିଏମସି ଗତକାଲି ଶହୀଦନଗର ଷ୍ଟେଟ୍ ବ୍ୟାଙ୍କ ଶାଖା ଓ ଭୁବନେଶ୍ୱର କୋର୍ଟକୁ ସିଲ୍ କରିଥିବାବେଳେ ପୂର୍ବରୁ ଦୁଇ ନମ୍ବର ମାର୍କେଟ ବିଲିଡିଂକୁ ମଧ୍ୟ ସିଲ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story