ଦାମନଯୋଡିରେ ନାଲକୋ ପ୍ରତିଷ୍ଠା କରିବ ଆଉ ଏକ ଆଲୁମିନା ରିଫାଇନାରି

ଭୁବନେଶ୍ୱର: କୋରାପୁଟର ଦାମନଯୋଡିରେ ନାଲକୋ ପ୍ରତିଷ୍ଠା କରିବ ଆଉ ଏକ ଆଲୁମିନା ରିଫାଇନାରି। ଯେଉଁଥିରେ କଂପାନୀ ୫ ହଜାର ୬ ଶହ କୋଟି ଟଙ୍କା ନିବେଶ କରିବ। ଏଇ ରିଫାଇନାରି ପାଇଁ ନାଲକୋକୁ ପଟ୍ଟାଙ୍ଗି ବକ୍ସାଇଟ ଖଣି ମିଳିଛି। ରିଫାଇନାରି ସଂପର୍କରେ ଗତକାଲି କେନ୍ଦ୍ର ଖଣି ମନ୍ତ୍ରଣାଳୟର ସଚିବ ବଳଭିନ୍ଦର କୁମାର ଏବଂ ନାଲକୋ ସିଏମଡି ଟି.କେ. ଚାନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ସେମାନେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା […]

nalco

nalco

Rakesh Mallick
  • Published: Monday, 09 November 2015
  • Updated: 10 November 2015, 02:27 AM IST

Sports

Latest News

ଭୁବନେଶ୍ୱର: କୋରାପୁଟର ଦାମନଯୋଡିରେ ନାଲକୋ ପ୍ରତିଷ୍ଠା କରିବ ଆଉ ଏକ ଆଲୁମିନା ରିଫାଇନାରି। ଯେଉଁଥିରେ କଂପାନୀ ୫ ହଜାର ୬ ଶହ କୋଟି ଟଙ୍କା ନିବେଶ କରିବ। ଏଇ ରିଫାଇନାରି ପାଇଁ ନାଲକୋକୁ ପଟ୍ଟାଙ୍ଗି ବକ୍ସାଇଟ ଖଣି ମିଳିଛି। ରିଫାଇନାରି ସଂପର୍କରେ ଗତକାଲି କେନ୍ଦ୍ର ଖଣି ମନ୍ତ୍ରଣାଳୟର ସଚିବ ବଳଭିନ୍ଦର କୁମାର ଏବଂ ନାଲକୋ ସିଏମଡି ଟି.କେ. ଚାନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ସେମାନେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଥିଲେ। ଦାମନଯୋଡିରେ ପ୍ରତିଷ୍ଠା ହେବାକୁ ଥିବା ଏଇ ଆଲୁମିନା ରିଫାଇନାରିର ବାର୍ଷିକ ଉତ୍ପାଦନ କ୍ଷମତା ହେବ ୧ ମିଲିୟନ ଟନ୍। ସେହିଭଳି ନାଲକୋକୁ ଉତ୍କଳ-ଡି ଓ ଉତ୍କଳ-ଇ କୋଲବ୍ଲକ ବି ମିଳିଛି। ଓଡ଼ିଶାରେ ପ୍ରାୟ ୩୦ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ପୂର୍ବରୁ ସୂଚନା ଦେଇଥିଲେ ନାଲକୋ ସିଏମଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story