ବିଧବା ହୋଇ ସଧବା ବେଶରେ ଥିଲେ; ଭାଇ ସହ ମିଶି ସ୍ୱାମୀକୁ ମାରିଦେଲେ!

ପୁଲିସ ତାକୁ ଜେରା କରିବା ପରେ ସାମ୍ନାକୁ ଆସିଥିଲା ଡମ୍ବୁରଙ୍କ ଶଳା ତଥା ଦମୟନ୍ତିଙ୍କ ଭାଇ ଲମ୍ବୋଧରଙ୍କ ନାଁ।

murder

ପୁଲିସ ଘଟଣାର ତଦନ୍ତ କରୁଛି

Tapaswini Nayak
  • Published: Sunday, 22 January 2023
  • Updated: 22 January 2023, 02:47 PM IST

Sports

Latest News

ଅଗ୍ନିକୁ ଶାଖି ରଖି ସାତ ଜନମର ସାଥୀ ହେବା ପାଇଁ କଥା ଦେଇଥିଲେ। ହେଲେ ଅଧା ରାସ୍ତାରେ ଧକ୍କା ଦେଲେ। ଭାଇ ସହ ମିଶି ସାତଜନମର ସାଥୀକୁ ମାରି ଦେଲେ। ଆଉ ବିଧବା ନ ହୋଇ ସଧବାଙ୍କ ପରି ରହୁଥିଲେ। ଏପରି ଲୋମହର୍ଷଣ କାରୀ ଘଟଣା ଝାରସୁଗୁଡା ଜିଲ୍ଲା ବନ୍ଦବାହାଲ ନିକଟ ଶାନ୍ତି ନଗର ଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ପୂରା ଘଟଣାଟି ଏମତି ଥିଲା। ଶାନ୍ତି ନଗରର ଡ଼ମ୍ବରୁଧର ପାତ୍ର। ସେ ଦମୟନ୍ତିଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ବିବାହ କରିଥିଲେ। ବିବାହ ପରେ ପାରିବାରିକ ସଂସାର ଠିକ୍‌ଠାକ୍ ଚାଲିଥିଲା। ତେବେ ୨୦୨୦ ମସିହା ଜୁନ ୧୬ ତାରିଖିରେ ହଠାତ୍ ଡ଼ମ୍ବରୁଧର ନିଖୋଜ ହୋଇଯାଇଥିଲେ। ସମ୍ପର୍କୀୟମାନେ ତାଙ୍କର ପତ୍ତା ପାଇ ନଥିଲେ। ସବୁଆଡୁ ନିରାଶ ହେବା ପରେ ଜୁନ୍‌ ୧୬ ତାରିଖରେ ଡମ୍ବରୁଧରଙ୍କ ଭଉଣୀ ଵନହରପାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ହେଲେ ଡମ୍ବୁରଙ୍କ ପତ୍ତା ପାଇ ନଥିଲେ।

Also Read

ତେବେ କିଛି ଦିନ ତଳେ ପୁଲିସ ଡମ୍ବୁରଙ୍କ ମୋବାଇକୁ ଟ୍ରାକ କରିଥିଲା। ଆଉ ତା’ ପରେ ଡମ୍ବୁରଙ୍କ ମୋବାଇଲ ସିଗ୍ନାଲ ପାଇ ଥିଲା। ଖୋଜିଖୋଜି ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ପୁଲିସ ପହଞ୍ଚିଥିଲା। ପୁଲିସ ତାକୁ ଜେରା କରିବା ପରେ ସାମ୍ନାକୁ ଆସିଥିଲା ଡମ୍ବୁରଙ୍କ ଶଳା ତଥା ଦମୟନ୍ତିଙ୍କ ଭାଇ ଲମ୍ବୋଧରଙ୍କ ନାଁ।

ପୁଲିସ ତାଙ୍କୁ ପଚରାଉଚରା କରିଥିଲା। ପ୍ରଥମେ ସେ କିଛି ମାନି ନଥିଲେ। ଘନଘନ ଜେରା ପରେ ଲମ୍ବୋଦର ନିଜ ଦୋଷ ସ୍ୱୀକାର କରିଥିଲେ। ଭିଣୋଇ ଡମ୍ବୁରଧରଙ୍କୁ ହତ୍ୟା କରି ପାଇଖାନାରେ ଟାଙ୍କିରେ ପୂରାଇ ଦେଇଥିବା ପୁଲିସ ଆଗରେ ମାନିଥିଲେ। ଏହି ହତ୍ୟାକାଣ୍ଡରେ ଡମ୍ବୁରଧରଙ୍କ ପତ୍ନୀ ଦମୟନ୍ତି ସାମିଲ ଥିବା ପୁଲିସକୁ ସେ କହିଛି।

ଲମ୍ବୋଧର ବୟାନ କ୍ରମେ ବ୍ରଜରାଜନଗର SDPO, ବନହରପାଲି ପୁଲିସ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୁଲିସ ଆଜି ପାଣି ଟାଙ୍କି ଭିତରରୁ ହାଡ଼ କଙ୍କାଳ ଜବତ କରିଛି। ଏହି କଙ୍କାଳ ଡମ୍ବରଧରଙ୍କର ବୋଲି ଲମ୍ବୋଧର କହିଛି। ଏହି ଘଟଣାରେ ପୁଲିସ ଡମ୍ବୁରଧରଙ୍କ ସ୍ତ୍ରୀ ଦମୟନ୍ତି ଓ ଲମ୍ବୋଦରଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story