ଇଟାଭାଟି ନିକଟରୁ ମିଳିଲା ବାପ-ପୁଅଙ୍କ ମୃତହେଦ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବାଙ୍କିବାହାଲ ନିକଟ ଏକ ପରିତ୍ୟକ୍ତ ଇଟାଭାଟି ନିକଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ବାପ-ପୁଅ ବୋଲି ଜଣାପଡ଼ିଛି। ମୃତଦେହ ପାଖରୁ ପୁଲିସ୍‌ ଏକ ଘାସ ମରା ବିଷ ବୋଲତ ପାଇଛି। ଏଥିରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକମାନେ ପୋଡ଼ମୁଣ୍ଡୀର ମୋହନ ଭୈସାଲ ଏବଂ ତାଙ୍କ ପୁଅ ଅନାଦୀ ଭୈସାଲ। ଆଜି ସକାଳେ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ […]

suicide

suicide

Rakesh Mallick
  • Published: Friday, 05 October 2018
  • Updated: 05 October 2018, 02:02 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବାଙ୍କିବାହାଲ ନିକଟ ଏକ ପରିତ୍ୟକ୍ତ ଇଟାଭାଟି ନିକଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ବାପ-ପୁଅ ବୋଲି ଜଣାପଡ଼ିଛି।

ମୃତଦେହ ପାଖରୁ ପୁଲିସ୍‌ ଏକ ଘାସ ମରା ବିଷ ବୋଲତ ପାଇଛି। ଏଥିରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ମୃତକମାନେ ପୋଡ଼ମୁଣ୍ଡୀର ମୋହନ ଭୈସାଲ ଏବଂ ତାଙ୍କ ପୁଅ ଅନାଦୀ ଭୈସାଲ।

ଆଜି ସକାଳେ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ମୃତଦେହ ଦୁଇଟିକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ମୃତକଙ୍କ ପରିବାର ସେମାନଙ୍କୁ ଚିହ୍ନଟ କରିଥିଲେ।

ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଲାଗୁଥିଲେ ମଧ୍ୟ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ବାଙ୍କିବାହାଲଠାରୁ ପୋଡ଼ମୁଣ୍ଡୀର ଦୂରତା ଅଧିକ ହୋଇଥିବାରୁ ଏମାନେ ଏତେ ଦୂର ଆସି ଆତ୍ମହତ୍ୟା କରିବାକୁ ପୁଲିସ୍‌ ଗ୍ରହଣ କରିପାରୁନାହିଁ। ଏମାନେ ନିଜେ ଆସି ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରିବା ପରେ ଘଟଣାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରୁଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story