elephant
Advertisment
ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜର ନୂତନ କଞ୍ଚନପୁର ଗାଁ ପାଖ ଉରାଦେଇ ଖସଡ଼ା ଜଙ୍ଗଲରୁ ଗତକାଲି ବନ ବିଭାଗ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି। ହାତୀ ଛୁଆର ବୟସ ୪ ବର୍ଷ ହେବ ବୋଲି ଜଣାପଡ଼ିଛି। କୃମି ଓ ଝାଡ଼ା ଯୋଗୁ ଏହି ଛୁଆ ହାତୀଟିର ମୃତ୍ୟୁ ଘଟିଥିବା ବନବିଭାଗ ସୂଚନା ଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/elephant-55000.jpg)