ବାଘର ମୃତଦେହ ଉଦ୍ଧାର

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଗୋଳାବାରୁଦ କାରଖାନାର କୋର ଏରିଆର କାଳକୁଟ ଜଙ୍ଗଲରୁ ଗୋଟିଏ ବାଘର ମୃତଦେହ ଠାବ କରାଯାଇଛି। ମୃତ ବାଘଟି କଲରାପତରିଆ ବୋଲି କୁହାଯାଉଛି। ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନି। ବାର୍‌ହା ଧରିବା ପାଇଁ ବିଛାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ଅନୁମାନ କରାଯାଛି। ସେପଟେ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

tiger

tiger

Rakesh Mallick
  • Published: Tuesday, 05 February 2019
  • Updated: 05 February 2019, 12:05 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଗୋଳାବାରୁଦ କାରଖାନାର କୋର ଏରିଆର କାଳକୁଟ ଜଙ୍ଗଲରୁ ଗୋଟିଏ ବାଘର ମୃତଦେହ ଠାବ କରାଯାଇଛି। ମୃତ ବାଘଟି କଲରାପତରିଆ ବୋଲି କୁହାଯାଉଛି।

ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନି। ବାର୍‌ହା ଧରିବା ପାଇଁ ବିଛାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ଅନୁମାନ କରାଯାଛି।

ସେପଟେ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos