Advertisment

ନଦୀରୁ ମିଳିଲା ନବଜାତ ଶିଶୁର ମୃତଦେହ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜୁଙ୍ଗ ଗ୍ରାମ ନିକଟରେ ଥିବା କଣ୍ଟିଆଚେରା ପୋଲ ତଳୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ପୋଲ ତଳେ ମୃତଦେହଟି ଭାସୁଥିବା ବେଳେ କିଛି ଗ୍ରାମବାସୀ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆଖପାଖ ଅଞ୍ଚଳରେ ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ଗୋପାଳପୁରରୁ ବାଲେଶ୍ୱର ଯାଉଥିବା ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଯିବା ଆସିବା […]

ଅଦ୍ୟତନ ହୋଇଛି
ନଦୀରୁ ମିଳିଲା ନବଜାତ ଶିଶୁର ମୃତଦେହ

bridge

Advertisment

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜୁଙ୍ଗ ଗ୍ରାମ ନିକଟରେ ଥିବା କଣ୍ଟିଆଚେରା ପୋଲ ତଳୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ପୋଲ ତଳେ ମୃତଦେହଟି ଭାସୁଥିବା ବେଳେ କିଛି ଗ୍ରାମବାସୀ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆଖପାଖ ଅଞ୍ଚଳରେ ପଚରାଉଚରା କରିଥିଲା।

Advertisment

ସୂଚନାଯୋଗ୍ୟ, ଗୋପାଳପୁରରୁ ବାଲେଶ୍ୱର ଯାଉଥିବା ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି। ତେଣୁ କେହି ଜଣେ ପୋଲ ଉପରୁ ଏହି ଶିଶୁଟିକୁ ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe