Advertisment

ରେଳ ଟ୍ରାକରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ  ରେଳ ଷ୍ଟେସନ ନିକଟରେ ଥିବା ସାଲେପଡା ଗାଁ ପାଖ ରେଳ ଟ୍ରାକରୁ ଜଣେ  ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ମୁରିବାହାଲ ଥାନା ଘଣ୍ଟାବାହାଲ ଗାଁର ଗୁନି ରଣା। ଗୁନିଙ୍କ  ମୃତ୍ୟୁର  କାରଣ ଅସ୍ପଷ୍ଟ ରହିଛି । ତାଙ୍କ ମୁହଁରେ ଆଘାତ ଲାଗିଛି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଜିଆରପି ଏସ.ଆଇ  ମୋହନ ନାଏକ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି l ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନାହିଁ […]

author-image
Tapaswini Nayak
ଘରେ ପଶି ଦଳି ଦେଲା ହାତୀ

Deadbody

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ  ରେଳ ଷ୍ଟେସନ ନିକଟରେ ଥିବା ସାଲେପଡା ଗାଁ ପାଖ ରେଳ ଟ୍ରାକରୁ ଜଣେ  ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ମୁରିବାହାଲ ଥାନା ଘଣ୍ଟାବାହାଲ ଗାଁର ଗୁନି ରଣା।

Advertisment

ଗୁନିଙ୍କ  ମୃତ୍ୟୁର  କାରଣ ଅସ୍ପଷ୍ଟ ରହିଛି । ତାଙ୍କ ମୁହଁରେ ଆଘାତ ଲାଗିଛି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଜିଆରପି ଏସ.ଆଇ  ମୋହନ ନାଏକ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି l ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନାହିଁ । ଜିଆରପି ପୁଲିସର  ପ୍ରତିକ୍ରିୟା ମିଳିପାରିନାହିଁ  ।

Deadbody