ଅଦ୍ୟତନ ହୋଇଛି
deadbody
Advertisment
ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୁବଲାପାଳ ଗାଁର ସମାକୋଇ ନଦୀର ଦୁଇ ମୁହାଣ ଘାଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ଶରୀରର ମୁଣ୍ଡ ନଷ୍ଟ ହୋଇଯାଇଥିବାରୁ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ମୃତଦେହକୁ ଏକ କାଠରେ ବନ୍ଧା ଯାଇଥିବା ଜଣାପଡ଼ିଛି।
Advertisment
ଖବର ପାଇ ତେଲକୋଇ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ଏହି ମହିଳାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/deadbody-777.jpg)