୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ୪ ଦିନ ହେଲାଣି ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ିଥିବା ବେଳେ ପାଖରେ ଏକ ଆମ୍ବୁଲାନ୍ସରେ ପଡ଼ିଛି ମା’ର ମୃତଦେହ।  ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ଶବ ସତ୍କାର କରୁ  ନ ଥିବାରୁ ଶବ ପଡ଼ି ରହି ସେଥିରୁ ଦୁର୍ଗନ୍ଧ ବାହାରିଲାଣି।  ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା  ରାଜନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। କେଉଁ ପରିସ୍ଥିତିରେ ମା’ ଓ ଝିଅଙ୍କ ମୃତ୍ୟୁ ହେଲା, […]

pattamundai

pattamundai

Niharika Rout
  • Published: Wednesday, 23 September 2020
  • Updated: 14 December 2020, 01:02 PM IST

Sports

Latest News

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ୪ ଦିନ ହେଲାଣି ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ିଥିବା ବେଳେ ପାଖରେ ଏକ ଆମ୍ବୁଲାନ୍ସରେ ପଡ଼ିଛି ମା’ର ମୃତଦେହ।  ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ଶବ ସତ୍କାର କରୁ  ନ ଥିବାରୁ ଶବ ପଡ଼ି ରହି ସେଥିରୁ ଦୁର୍ଗନ୍ଧ ବାହାରିଲାଣି।  ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା  ରାଜନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି।

କେଉଁ ପରିସ୍ଥିତିରେ ମା’ ଓ ଝିଅଙ୍କ ମୃତ୍ୟୁ ହେଲା, ତାହାର ତଦନ୍ତ ଆରମ୍ଭ କରିଛି ରାଜନଗର ପୁଲିସ୍‌।  ବ୍ୟବଚ୍ଛେଦ ପରେ ମୃତା ଝିଅ ପେଟରୁ ଏକ  ଶିଶୁ ଭ୍ରୁଣ ବାହାରିବାରୁ   ପୁଲିସ୍‌ ତାଙ୍କ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।   ତେବେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କ  ପରିବାରର ଅନ୍ୟମାନଙ୍କୁ ଗିରଫ କରିବା ଜିଦ୍‌ରେ ଅଟଳ ରହିଛନ୍ତି ଗ୍ରାମବାସୀ।

ଗ୍ରାମବାସୀଙ୍କୁ ବୁଝାଶୁଝା କରିବାକୁ ଆଜି ଉକ୍ତ ଗ୍ରାମକୁ ଯାଇଥିବା ତହସିଲଦାର, IIC ଓ ବିଡିଓଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ।  ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଧିକାରୀଙ୍କ ଗାଡ଼ି ଆଗରେ ମହିଳାମାନେ ଧାରଣା ଦେଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମୃତ ମହିଳା ନିଜ ସ୍ୱାମୀ ଓ ୨ ଝିଅଙ୍କ ସହ ବାପ ଘର ଗାଁରେ ରୁହନ୍ତି। ଗତ ଶନିବାର ମହିଳାଜଣକ କେଉଁଆଡ଼େ ଚାଲି ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରି ତାଙ୍କ ଚପଲ ଓ ମୋବାଇଲ୍‌ ମାଟିଆ ମଙ୍ଗଳା ମନ୍ଦିର ନିକଟସ୍ଥ ହଂସୁଆ ନଦୀ ପଠାରୁ ପାଇଥିଲେ। ଏନେଇ ମହିଳାଙ୍କ ବଡ଼ ଝିଅ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏହା ପରଦିନ ମହିଳାଙ୍କ ମୃତଦେହ ହଂସୁଆ ନଦୀରେ ଭାସୁଥିବା ଦେଖିବା ମିଳିଥିଲେ। ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରିଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାଆ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିବା ଝିଅର ମୃତଦେହ ତା’ ପରଦିନ ଗାଁ ପୋଖରୀରୁ ମିଳିଥିଲା।

ମୃତା ଯୁବତୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ତେବେ ପୁଲିସ୍‌ର ବାରମ୍ବାର ବୁଝାଇବା ସତ୍ତ୍ୱେ ଗ୍ରାମବାସୀ ଶବ ସତ୍କାର କରୁ ନ ଥିବାରୁ ମା’ ଝିଅଙ୍କ ମୃତଦେହ ୪ ଦିନ ହେଲାଣି ପଡ଼ି ରହିଛି।

ଅଧିକ ପଢ଼ନ୍ତୁ : ଧରାପଡ଼ିଗଲା ଚୋରା ପୀରତି, ଭାଣିଜୀକୁ ମାରି ପୋତି ଦେଲା ମାଇଁ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story