Advertisment

ଗଭର୍ଣ୍ଣର ହାଉସ୍‌ କଲୋନୀରୁ ଠିକାଦାରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ-୮ ଗଭର୍ଣ୍ଣର ହାଉସ କଲୋନୀରୁ ଜଣେ ଠିକାଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଯାଜପୁରର ଦିଲୀପ କୁମାର ନାୟକ। ରାଜଭବନ ମଧ୍ୟରେ ଥିବା ତାଙ୍କ ଷ୍ଟୋରରେ ସେ ରହୁଥିଲେ।

ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏପର୍ଯ୍ୟନ୍ତ ଦିଲୀପଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

author-image
Ordigital Desk