ଦେବସ୍ନାନ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକ: ଦେବସ୍ନାନ ନୀତିକୁ ଅନୁମୋଦନ

ପୁରୀ:ଦେବସ୍ନାନ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତି ନିଘର୍ଣ୍ଟ ସ୍ଥିର ହୋଇଛି। ସର୍ବସମ୍ମତ୍ତି ପରେ ଦେବସ୍ନାନ ନୀତିକୁ ଅନୁମୋଦନ ମିଳିଛି। ଏଥର ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ। ନବକଳେବର ବର୍ଷର ସ୍ନାନ ଯାତ୍ରା ହୋଇଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଅଧିକ ସମୟ ଦର୍ଶନର ସୁଯୋଗ ଦିଆଯିବ ବୋଲି ଛିତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧକ୍ଷତାରେ ବସିଥିବା ବୈଠକରେ ଛତିଶା […]

nijoj baitha

nijoj baitha

Rakesh Mallick
  • Published: Tuesday, 19 May 2015
  • Updated: 19 May 2015, 01:47 AM IST

Sports

Latest News

ପୁରୀ:ଦେବସ୍ନାନ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତି ନିଘର୍ଣ୍ଟ ସ୍ଥିର ହୋଇଛି। ସର୍ବସମ୍ମତ୍ତି ପରେ ଦେବସ୍ନାନ ନୀତିକୁ ଅନୁମୋଦନ ମିଳିଛି। ଏଥର ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ। ନବକଳେବର ବର୍ଷର ସ୍ନାନ ଯାତ୍ରା ହୋଇଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଅଧିକ ସମୟ ଦର୍ଶନର ସୁଯୋଗ ଦିଆଯିବ ବୋଲି ଛିତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧକ୍ଷତାରେ ବସିଥିବା ବୈଠକରେ ଛତିଶା ନିଯୋଗର ନାୟକ ଏବଂ ବିଭିନ୍ନ ନିଯୋଗର କର୍ତ୍ତୃପକ୍ଷ ଯୋଗଦାନ କରି ବିଭିନ୍ନ ନୀତି ନିଘର୍ଣ୍ଟ ସ୍ଥିର କରିଛନ୍ତି। ଏହି କ୍ରମରେ ଆଗାମୀ ୨୮ ତାରିଖ ରାଜେନ୍ଦ୍ରାଭିଷେଷକ ନୀତି, ୨୯ରେ ରୁକ୍ମିଣୀ ହରଣ ଏକାଦଶୀ, ୩୦ରେ ଚମ୍ପକ ଦ୍ବାଦଶୀ, ୩୧ରେ ତ୍ରୟୋଦଶୀ ଦଇତାପତି ପ୍ରବେଶ, ୧ ତାରିଖରେ ସ୍ନାନମଣ୍ଡପ ପହଣ୍ଡି ପାଇଁ ସେନାପଟା ଲାଗି ଏବଂ ୨ରେ ସ୍ନାନ ଯାତ୍ରାର ନୀତି ନିଘର୍ଣ୍ଣ କରାଯାଇଛି। ବିଶେଷ କରି ସ୍ନାନଯାତ୍ରରେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ରାତ୍ର ୩ଟା ୩୦ରେ ମଙ୍ଗଳାର୍ପଣ, ରାତ୍ର ୪ଟାରୁ ୬ଟ ମଧ୍ୟରେ ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ, ୬ଟା ୩୦ରେ ମଙ୍ଗଳଆରତୀ, ୬ଟା ୪୦ରେ ମଇଲମ, ତାପରେ ତଡପଲାଗି, ୭ଟା ୩୦ରେ ଅଧରପୋଛା, ୮ଟାରେ ଅବକାଶ, ୮ଟା ୩୦ରେ ବେଶ ଶେଷ, ପରେ ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ହେବା। ସକାଳ ୯ଟା ୩୦ରୁ ୧୧ଟା ୩୦ରେ ଜଳ ବିଜେ, ପୂଜା ଓ ସ୍ନାନ କରାଯିବା ପରେ ମଇଲମ ଓ ମେକାପ ସର୍ବାଙ୍ଗ ପାଇଁ ନୀତି ନିଘର୍ଣ୍ଣ କରାଯାଇଛି। ପରେ ୧୨ଟା ୧୫ରେ ଛେରାପହଁରା, ୧୨ଟା ୩୦ରୁ ୩ଟା ମଧ୍ୟରେ ହାତୀ ବେଶ କରାଯିବ। ୩ଟା ୩୦ରୁ ୫ଟା ମଧ୍ୟରେ ସ୍ନାନ ମଣ୍ଡପ ଉପରେ ସକାଳଧୂପ କରାଯିବା ପରେ ହାତୀବେଶ ସାହାଣମେଲା ଦର୍ଶନ ସନ୍ଧ୍ୟା ୬ଟାରୁ ୯ଟା ୩୦ପର୍ଯ୍ୟନ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story