ଅଦ୍ୟତନ ହୋଇଛି
ପୁରାତନ ଦେଢ଼ଶୁର ଭାଇବୋହୁ କୂଅ | Odisha Reporter
Advertisment
ବାଉଁଶ ବଣକୁ ଘଞ୍ଚ ଜଙ୍ଗଲ। ଆଉ ତାହାରି ଭିତରେ ଲୁଚି ରହିଛି ହଜାର ବର୍ଷର ଏହି ପୁରାତନ କୂଅ। ଯାହାକି ଦେଢ଼ଶୁର ଭାଇବୋହୂ ନାମରେ ଜଣାଶୁଣା। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚଣ୍ଡିତଳ ଗ୍ରାମରୁ ଠାବ ହୋଇଛି ଏହି ପୁରାତନ କୂଅ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us