ମଞ୍ଚରେ କାନ୍ଦିଲେ ଦୀପାଳି | Odisha Reporter
ଆଜି ନବ ଦାସଙ୍କ ଦ୍ୱାଦଶାହ ତିଥି। ବାପାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ସଭାରେ କାନ୍ଦିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ। ଆଜି ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଉଛି। ଏହି ସଭାରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳନେତା, ସାଂସଦମାନେ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
