Advertisment

ବର୍ଷାଙ୍କ ପଖାଳ ମଡେଲ୍ ନକଲ କଲେ ଦୀପାଳି

ଦୀପାଳି ସିମ୍ପାଥି ପାଇଁ ଫଲୋ କଲେ ବର୍ଷା ମଡେଲ୍! ଭୋଟରଙ୍କ ଘରେ ଯାଇ ନୂଆ କଂସାରେ ଖାଇଲେ ପଖାଳ। ଜନତା ଭଗବାନ, ଏଥିପାଇଁ କରିବାକୁ ପଡୁଛି କି ପଖାଳ ସେବନ? ହେଲେ ଭୋଟର ସବୁ ଜାଣୁଛନ୍ତି, କିଏ ଠିକ ଆଉ କିଏ ଭୁଲ୍?

author-image
Debendra Prusty

ଦୀପାଳି ସିମ୍ପାଥି ପାଇଁ ଫଲୋ କଲେ ବର୍ଷା ମଡେଲ୍! ଭୋଟରଙ୍କ ଘରେ ଯାଇ ନୂଆ କଂସାରେ ଖାଇଲେ ପଖାଳ। ଜନତା ଭଗବାନ, ଏଥିପାଇଁ କରିବାକୁ ପଡୁଛି କି ପଖାଳ ସେବନ? ହେଲେ ଭୋଟର ସବୁ ଜାଣୁଛନ୍ତି, କିଏ ଠିକ ଆଉ କିଏ ଭୁଲ୍?  

Advertisment
Odisha BjD Jharsuguda Bypoll