ଦୀପାଳି ସିମ୍ପାଥି ପାଇଁ ଫଲୋ କଲେ ବର୍ଷା ମଡେଲ୍! ଭୋଟରଙ୍କ ଘରେ ଯାଇ ନୂଆ କଂସାରେ ଖାଇଲେ ପଖାଳ। ଜନତା ଭଗବାନ, ଏଥିପାଇଁ କରିବାକୁ ପଡୁଛି କି ପଖାଳ ସେବନ? ହେଲେ ଭୋଟର ସବୁ ଜାଣୁଛନ୍ତି, କିଏ ଠିକ ଆଉ କିଏ ଭୁଲ୍?