Advertisment

ହରିଣ ଛାଲ, ଶିଙ୍ଗ ଜବତ: ୨ ଶିକାରୀ ଗିରଫ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ଅଭୟାରଣ୍ୟ ଅଧୀନ ଭାଲିଆପୋଷି ଗାଁରୁ ଏକ ହରିଣର ଛାଲ ଓ ଶିଙ୍ଗ ଜବତ କରାଯାଇଛି। ଏଥିସହ ଶିକାରୀମାନେ ବ୍ୟବହାର କରିଥିବା ବନ୍ଧୁକକୁ ମଧ୍ୟ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ୨ ଶିକାରୀ କିଛି ଦିନ ପୂର୍ବରୁ ମୟୂରଭଞ୍ଜରୁ ଆସି କୁଲଢ଼ିଆ ଅଭୟାରଣ୍ୟ ନିକଟରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ତେବେ ଏମାନେ ଶିକାର କରୁଥିବା ଅଭିଯୋଗ ହେବା […]

ଅଦ୍ୟତନ ହୋଇଛି
ହରିଣ ଛାଲ, ଶିଙ୍ଗ ଜବତ: ୨ ଶିକାରୀ ଗିରଫ

balasore-1

Advertisment

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ଅଭୟାରଣ୍ୟ ଅଧୀନ ଭାଲିଆପୋଷି ଗାଁରୁ ଏକ ହରିଣର ଛାଲ ଓ ଶିଙ୍ଗ ଜବତ କରାଯାଇଛି। ଏଥିସହ ଶିକାରୀମାନେ ବ୍ୟବହାର କରିଥିବା ବନ୍ଧୁକକୁ ମଧ୍ୟ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ଏହି ୨ ଶିକାରୀ କିଛି ଦିନ ପୂର୍ବରୁ ମୟୂରଭଞ୍ଜରୁ ଆସି କୁଲଢ଼ିଆ ଅଭୟାରଣ୍ୟ ନିକଟରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ତେବେ ଏମାନେ ଶିକାର କରୁଥିବା ଅଭିଯୋଗ ହେବା ପରେ ଆଜି ସକାଳେ ବନ ବିଭାଗ ଚଢ଼ାଉ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe