ନବୀନ ବାବୁ କେବେ କରିବେ ଜିଳ୍ଲା ? | Odisha Reporter
Advertisment
ବରଗଡ଼ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ସବୁଠି ନିର୍ବାଚନୀ ସଭା ଭଳି ସରକାରଙ୍କ ସଫଳତା ବଖାଣିଲେ। ତେବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗକୁ ପୁଣି ଥରେ ଝୁଲାଇ ରଖିଲେ। ଆସନ୍ତା ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ ବୋଲି ପ୍ରତିଶ୍ରୁତି ସିନା ଦେଲେ କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ମାସ ସୁଦ୍ଧା ହେବ ସେ ନେଇ କିଛି କହିନଥିଲେ ନବୀନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us