Advertisment

ଢେଙ୍କାନାଳ: ଘରେ ନିଆଁ ଲାଗି ୬ ଶିଶୁ ଆହତ

ଢେଙ୍କାନାଳ: ପର୍ଜଙ୍ଗ ଥାନା ଅନ୍ତର୍ଗତ ନାଉପାଳକାଟେଣି ଗାଁର ଏକ ଘରେ ନିଆଁ ଲାଗି ୬ଜଣ ଶିଶୁଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛିନାଉପାଳକାଟେଣି ଗାଁର ଭିକାରୀ ବାରିକଙ୍କ ଘରେ। ଆହତଙ୍କ ମଧ୍ୟରେ ଅଛନ୍ତି ଶୁଭମ୍ ବାରିକ୍, ପ୍ରତୀମ ବାରିକ, ତପସ୍ୱିନୀ ବାରିକ, ସତ୍ୟମ ବାରିକ୍ ଓ ସୁଭଦ୍ରା ବାରିକ। ଗୃହକର୍ତ୍ତା ଭିକାରୀ ଓ ତାଙ୍କ ପତ୍ନୀ ବାସନ୍ତୀ ମଧ୍ୟ ଆହତ ହୋଇ ପର୍ଜଙ୍ଗ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୌଣସି କାରଣରୁ ମଙ୍ଗଳବାର ଭିକାରୀଙ୍କ […]

ଢେଙ୍କାନାଳ: ଘରେ ନିଆଁ ଲାଗି ୬ ଶିଶୁ ଆହତ

denkanal

Advertisment

ଢେଙ୍କାନାଳ: ପର୍ଜଙ୍ଗ ଥାନା ଅନ୍ତର୍ଗତ ନାଉପାଳକାଟେଣି ଗାଁର ଏକ ଘରେ ନିଆଁ ଲାଗି ୬ଜଣ ଶିଶୁଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛିନାଉପାଳକାଟେଣି ଗାଁର ଭିକାରୀ ବାରିକଙ୍କ ଘରେ। ଆହତଙ୍କ ମଧ୍ୟରେ ଅଛନ୍ତି ଶୁଭମ୍ ବାରିକ୍, ପ୍ରତୀମ ବାରିକ, ତପସ୍ୱିନୀ ବାରିକ, ସତ୍ୟମ ବାରିକ୍ ଓ ସୁଭଦ୍ରା ବାରିକ। ଗୃହକର୍ତ୍ତା ଭିକାରୀ ଓ ତାଙ୍କ ପତ୍ନୀ ବାସନ୍ତୀ ମଧ୍ୟ ଆହତ ହୋଇ ପର୍ଜଙ୍ଗ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୌଣସି କାରଣରୁ ମଙ୍ଗଳବାର ଭିକାରୀଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଘରର ଏକ କାନ୍ଥ ମଧ୍ୟ ଭୁଷୁଡି ପଡିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe